Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଅଧିବେଶନ ପୂର୍ବରୁ ମୋଦୀ କହିଲେ, ‘ଏହା ବିଜୟର ଅହଙ୍କାର କିମ୍ବା ନାଟକ କରିବାର ସ୍ଥାନ ନୁହେଁ’

Posted on December 1, 2025

ଆଜି ସୋମବାରଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣମାଧ୍ୟମକୁ ସମ୍ବୋଧନ କରି ଦେଶର ବିକାଶ ଏବଂ ଗୃହର କାର୍ଯ୍ୟଧାରା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏହି ଅଧିବେଶନ ‘ବିକଶିତ ଭାରତ’ ଦିଗରେ ଏକ ମହତ୍ୱପୂର୍ଣ୍ଣ ସୁଯୋଗ ଆଣିଛି। ସେ ବିରୋଧୀ ଦଳକୁ ପରାମର୍ଶ ଦେଇ କହିଲେ: “ପରାଜୟର ହତାଶା ଛାଡ଼ି ଦୃଢ଼ ପ୍ରସଙ୍ଗ ଉଠାନ୍ତୁ। ଏହି ସ୍ଥାନ ନା ପରାଜୟର ହତାଶା, ନା ବିଜୟର ଅହଙ୍କାର ପ୍ରଦର୍ଶନ ପାଇଁ। ମୋଦୀ ସମସ୍ତ ଦଳଙ୍କୁ ଯୁବ ଏବଂ ପ୍ରଥମ ଥର ନିର୍ବାଚିତ ସାଂସଦମାନଙ୍କୁ ଅଧିକ ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି। ସେ କହିଲେ, “ଆମର ନୂଆ ପିଢ଼ିର ସାଂସଦମାନେ ଗୃହରେ ସ୍ୱର ଉଠାଇବାର ସୁଯୋଗ ପାଇବା ଜରୁରୀ। ନାଟକ କରିବାକୁ ବାହାରେ ବହୁତ ସ୍ଥାନ ଅଛି।

ଏହି ଶୀତକାଳୀନ ଅଧିବେଶନ ଡିସେମ୍ବର ୧ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୯ ଦିନରେ ମୋଟ ୧୫ଟି ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ଏହି ସମୟ ମଧ୍ୟରେ ପରମାଣୁ ଶକ୍ତି ବିଲ୍ (Atomic Energy Bill) ସମେତ ୧୦ଟି ନୂଆ ବିଲ୍ ଆଗତ ହେବାର ସମ୍ଭାବନା ରହିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

October 2026
M T W T F S S
 1234
567891011
12131415161718
19202122232425
262728293031  
« Sep    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme