Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମୋବାଇଲ୍ ଚୋରି ସନ୍ଦେହରେ ଦୁଇ ଯୁବକ ଅଟକ

Posted on November 30, 2025

ମୋବାଇଲ ଚୋର ସନ୍ଦେହରେ ଦୁଇ ଯୁବକଙ୍କୁ ଧରି ଉତ୍ତମ ମଧ୍ୟମ ଦେଇ ପୁଲିସର ଜିମା ଦେଲେ ସ୍ଥାନୀୟ ଲୋକେ। ସକାଳ ସମୟରେ ଦୁଇ ଯୁବକ ଫେରି କରିବା ବାହାନାରେ ଆସି ବସ୍ତା ଥାନା ଅମର୍ଦ୍ଦାରୋଡରେ ଜଣକ ଘରୁ ଚୋରି କରୁଥିବା ବେଳେ ଧରା ପଡ଼ିଥିଲେ।

ସୂଚନା ଅନୁଯାୟୀ ସିଂଲା ଥାନା କାଦରାୟାଁ ଅଞ୍ଚଳର ସେକ ଆବେଦ ଏବଂ ସେକ ଉସମାନ ନାମକ ଦୁଇଜଣ ଯୁବକ ଆଜି ସକାଳେ ବସ୍ତା ଥାନା ଅର୍ନ୍ତଗତ ଅମର୍ଦାରୋଡ ବଜାରରେ ଗଙ୍ଗାଧର ସାହୁଙ୍କ ଘରେ ପଶି ମୋବାଇଲ ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ପରିବାର ଲୋକେ ପହଞ୍ଚି ଯିବାରୁ ସେମାନେ ଦୌଡ଼ି ପଳାଉଥିଲ‌େ। ପଡ଼ୋଶୀମାନେ ଉକ୍ତ ଯୁବକମାନଙ୍କୁ କାବୁ କରି ଦଉଡ଼ିରେ ବାନ୍ଧି ଉତ୍ତମ ମଧ୍ୟମ ଦେଇଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅମର୍ଦାରୋଡ ଫାଣ୍ଡିରେ ଦୁଇ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଦେଖିବାକୁ ମିଳିଛି।ଯୁବକମାନେ ଫେରି କରିବା ବାହାନାରେ ବାରମ୍ବାର ଚୋରି କରୁଥିବା ଅଭିଯୋଗ ହୋଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme