Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆଜିଠୁ ଆରମ୍ଭ ହେଉଛି ମହିଳା ଦିନିକିଆ ବିଶ୍ୱକପ୍ କ୍ରିକେଟ୍ ।

Posted on September 30, 2025

ଗୁଆହାଟୀରେ ଆଜିଠୁ ଆରମ୍ଭ ହେଉଛି ମହିଳା ଦିନିକିଆ ବିଶ୍ୱକପ୍ କ୍ରିକେଟ୍ । ଉଦ୍‌ଘାଟନୀ ମ୍ୟାଚରେ ଦୁଇ ଆୟୋଜକ ଦେଶ ଭାରତ ଓ ଶ୍ରୀଲଙ୍କା ସାମ୍ନାସାମ୍ନି ହେବାକୁ ଯାଉଛନ୍ତି ।

ଏଥର ପ୍ରଥମଥର ପାଇଁ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ମହିଳା କ୍ରିକେଟ୍ ବିଶ୍ୱକପ୍‌ର ଆୟୋଜନ କରୁଛନ୍ତି । ଭାରତୀୟ ମହିଳା ଟିମ୍‌କୁ ଅଧିନାୟକତ୍ବ ଦେଉଛନ୍ତି ହରମନପ୍ରିତ୍ କୌର । ବ୍ୟାଟିଂ ଓ ବୋଲିଂ – ଦୁଇଟି ମେଳରେ ସନ୍ତୁଳିତ ଭାବରେ ପ୍ରସ୍ତୁତ ହୋଇଛି ଟିମ୍ । ସ୍ମୃତି ମନ୍ଧାନା, ରିଚା ଘୋଷ, ଦୀପ୍ତି ଶର୍ମା ଓ ରେଣୁକା ସିଂଙ୍କ ଭଳି ଅଭିଜ୍ଞ ଖେଳାଳି ଭାରତୀୟ ଦଳକୁ ଶକ୍ତିଶାଳୀ କରିଛନ୍ତି ।

ସେପଟେ, ଚମାରି ଆଟାପାଟୁଙ୍କ ନେତୃତ୍ୱରେ ଶ୍ରୀଲଙ୍କା ମହିଳା ଟିମ୍‌ମଧ୍ୟ ଅଧିକ ସଜଗ ଓ ବେଶ୍ ଶକ୍ତିଶାଳୀ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme