Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆକ୍ସନ ମୋଡରେ ଆଠଗଡ଼ ଉପଜିଲ୍ଲାପାଳ, ରାତିରେ ଜବତ ୩୦ ଗାଡ଼ି

Posted on November 28, 2025

ବାଲି ତଥା ଲଘୁ ଖଣିଜ ମାଫିଆଙ୍କୁ ନିସ୍ତାର ନାହିଁ । ଗୋଟିଏ ରାତିରେ ଜବତ ହେଲା ୩୦ ଗାଡି । ଆଠଗଡ଼ ଥାନା ଅଞ୍ଚଳରେ ଚୋରା ମେଟାଲ, ଚିପ୍ସ, ବାଲି ଚାଲାଣକାରୀଙ୍କ ଉପରେ କଡ଼ା ଆକ୍ସନ ନେଇଛନ୍ତି ଆଠଗଡ଼ ଉପ ଜିଲ୍ଲାପାଳ । ଗତକାଲି ଗୋଟିଏ ରାତିରେ ତିରିଶରୁ ଅଧିକ ଟ୍ରକ ଓ ହାଇୱା ଜବତ କରିଛି ପ୍ରଶାସନ ।

ଜବତ ଗାଡ଼ି ଗୁଡ଼ିକ ଆଠଗଡ ଓ ତିଗିରିଆ ଅଞ୍ଚଳରୁ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ଭୂସମ୍ପଦ ଚୋରା ଚାଲାଣ କରୁଥିଲେ । ଏନେଇ ଦୀର୍ଘ ଦିନ ହେଲା ଅଭିଯୋଗ ହୋଇ ଆସୁଥିବା ବେଳେ ଶେଷରେ ଆକ୍ସନ ନେଇଛି ପ୍ରଶାସନ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme