Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଧର୍ମେନ୍ଦ୍ରଙ୍କ ପରଲୋକ: ୯୦ର ପୂର୍ବରୁ ବଲିଉଡର ହି-ମ୍ୟାନଙ୍କ ଶେଷ ନିଶ୍ୱାସ

Posted on November 24, 2025

ବଲିଉଡର ପ୍ରସିଦ୍ଧ ଅଭିନେତା ଓ ‘ହି-ମ୍ୟାନ’ ଧର୍ମେନ୍ଦ୍ରଙ୍କ ପରଲୋକ ଘଟିଛି। ତାଙ୍କ ବୟସ ୮୯ ବର୍ଷ ଥିଲା। ସୋମବାର ସ୍ୱାସ୍ଥ୍ୟାବସ୍ଥା ଜଟିଳ ହେବା ପରେ ସେ ଭେଣ୍ଟିଲେଟରରେ ରଖାଯାଇଥିଲେ ଏବଂ ଆଜି ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଗତ ସପ୍ତାହରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଧର୍ମେନ୍ଦ୍ରଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଟିମ୍ ପକ୍ଷରୁ ସେ ଗୁରୁତର ନୁହନ୍ତି, କେବଳ ଅବଜରଭେସନରେ ଅଛନ୍ତି ବୋଲି କୁହାଯାଇଥିଲା।

ଡିସେମ୍ବର ୮ରେ ସେ ତାଙ୍କ ୯୦ତମ ଜନ୍ମଦିନ ପାଳନ କରିଥାନ୍ତେ। ୨୦୨୪ରେ ଧର୍ମେନ୍ଦ୍ରଙ୍କ ଶେଷ ଫିଲ୍ମ ‘‘ତେରୀ ବାତୋଁ ମେଁ ଐସା ଉଲଝା ଜିୟା’’ ଥିଲା, ଯେଉଁଥିରେ ସେ ଶଶୀ କପୁର ଓ କ୍ରିତି ଶାନନଙ୍କ ସହ ଅଭିନୟ କରିଥିଲେ। ତାଙ୍କ ଅପକମିଂ ଫିଲ୍ମ ଇକିସ୍ ଡିସେମ୍ବରରେ ରିଲିଜ୍‌ ହେବ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme