Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆମେରିକାରେ ଜୋର୍ ଧରିଲା ଟ୍ରମ୍ପ ବିରୋଧୀ ଆନ୍ଦୋଳନ, ୱାଶିଂଟନ ଡିସିରେ ହଜାର ହଜାର ଆନ୍ଦୋଳନକାରୀ

Posted on November 24, 2025

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ବଡ଼ ଆନ୍ଦୋଳନ ଜୋର୍ ଧରିଛି। ୱାଶିଂଟନ ଡିସିରେ ହଜାର ହଜାର ଆନ୍ଦୋଳନକାରୀ ରାଷ୍ଟ୍ରପତି ଗାଦିରୁ ତାଙ୍କୁ ହଟାଇବା ପାଇଁ ଦାବି କରିଛନ୍ତି।
ଗତ କିଛି ମାସ ଧରି ଚାଲିଥିବା ଏହି ଆନ୍ଦୋଳନ ବର୍ତ୍ତମାନ ଏକ ବିଶାଳ ରୂପ ନେଇଛି। ପ୍ରଦର୍ଶନକାରୀମାନେ ମହାଭିଯୋଗ ପ୍ରସ୍ତାବ (Impeachment) ମାଧ୍ୟମରେ ଟ୍ରମ୍ପଙ୍କୁ ହଟାଇବା ପାଇଁ ଜୋରଦାର ଦାବି କରୁଛନ୍ତି।
ଏହି ଆନ୍ଦୋଳନଟି ‘ରିମୁଭ୍ ଦି ରିଜାଇମ୍’ (Remove the Regime) ବ୍ୟାନରରେ କରାଯାଇଛି। ଆମେରିକା ପ୍ରତିନିଧି ସଭା ସଦସ୍ୟ ଅଲ ଗ୍ରୀନ ଏବଂ ପୂର୍ବତନ ପୋଲିସ ଅଧିକାରୀ ମାଇକେଲ ଫାନୋନ ଏହାର ନେତୃତ୍ୱ ନେଉଛନ୍ତି। ଟ୍ରମ୍ପ କ୍ଷମତାକୁ ଆସିବା ପରଠାରୁ ତାଙ୍କ ନୀତିକୁ ବିଭିନ୍ନ ସ୍ତରରେ କରାଯାଉଥିବା ସମାଲୋଚନା ହିଁ ଏହି ଆନ୍ଦୋଳନର ମୁଖ୍ୟ କାରଣ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme