Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରାଜଧାନୀରେ ଅଭାବନୀୟ କାଣ୍ଡ: ପୂର୍ବତନ ପ୍ରେମିକାର ତଣ୍ଟି କାଟିଲା ପ୍ରେମିକ

Posted on November 23, 2025

ରାଜଧାନୀର ବୁଦ୍ଧ ପାର୍କ ନିକଟରେ ଆଜି ଘଟିଥିବା ଏକ ହୃଦୟବିଦାରକ ଘଟଣା ଅଞ୍ଚଳରେ ତହଲକା ସୃଷ୍ଟି କରିଛି। ପୂର୍ବତନ ପ୍ରେମିକ ନିଜ ପ୍ରେମିକାଙ୍କୁ ଆକ୍ରମଣ କରି ତାଙ୍କ ତଣ୍ଟି କାଟିଦେଇଛି।

ଆହତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ ପ୍ରେମିକ ପଳାଇବାକୁ ଚେଷ୍ଟା କରୁଥିବା ସମୟରେ ପୋଲିସ ବୁଦ୍ଧ ପାର୍କ ଅଞ୍ଚଳ ଓ ସମୀପବର୍ତ୍ତୀ ରାସ୍ତାରେ ଚେକିଂ କରି ପ୍ରେମିକ କୁ ଗିରଫ କରିଛି।

ପୋଲିସ ଆରୋପୀଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଥ୍ୟ ଅନୁସାରେ, ଦୁଇଝଣଙ୍କ ମଧ୍ୟରେ ପୂର୍ବରୁ ବିବାଦ ଚାଲିଥିଲା ଓ ସେଥିରୁ ଆକ୍ରୋଶରେ ଆସି ପ୍ରେମିକ ଏହି ଅପରାଧ କରିଥିବା ସମ୍ଭାବନା ରହିଛି।

ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ଚର୍ଚ୍ଚା ଓ ଆତଙ୍କ ସୃଷ୍ଟି ହୋଇଛି।.

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme