Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନୈନିତାଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬୦ ମିଟର ଖାଇକୁ ଖସିଲା ଗାଡ଼ି, ୩ ମୃତ

Posted on November 23, 2025

ଉତ୍ତରାଖଣ୍ଡ ନୈନିତାଲରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଗାଡ଼ିଟି ୬୦ମିଟର ଖାଇକୁ ଖସିପଡିଥିବାରୁ ଏପରି ଦୁର୍ଘଟଣା ଘଟିଛି । ଆହତଙ୍କ ଚିକିତ୍ସା ପାଇଁ ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର ସୂଚନା ପାଇବା ମାତ୍ରେ SDRF ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।
ସୂଚନାନୁଯାୟୀ, ଗାଡ଼ିରେ ୪ ଜଣ ଥିଲେ । ସମସ୍ତେ ଏକ ବାହାଘର ପାର୍ଟିକୁ ଯାଉଥିଲେ । ଠିକ୍ ସେହି ସମୟରେ ନିୟନ୍ତ୍ରଣ ହରାଇ ଗାଡ଼ିଟି ଖାଇ ଭିତରକୁ ଖସିପଡିଥିଲା । ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଆଲମୋରା-ହଲଦୀୱାନୀ ରାଜପଥର ଖୈରାନ ନିକଟରେ ଥିବା ରତିଘାଟରେ ଏହି ଦୁର୍ଘଟଣା ଘଟିଥିଲା । SDRF ଟିମ୍ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ଏକ ଦଉଡ଼ି ସାହାଯ୍ୟରେ ମୃତକମାନଙ୍କୁ ଖାଇ ଭିତରୁ ବାହାର କରିଥିଲେ । ମୃତକ ଏବଂ ଆହତଙ୍କ ପରିଚୟ ଚିହ୍ନଟ କରିଛି ପୋଲିସ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme