Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପୁଲିସର ବିଭିନ୍ନ ସ୍ଥାନରେ ଚଢ଼ଉ, ୮ ବାଂଲାଦେଶୀ ଅଟକ !

Posted on November 22, 2025

ଜଟଣୀ ପୁଲିସ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ବାଲାଂଦେଶୀ ସନ୍ଦେହରେ ୮ ଜଣଙ୍କୁ ଅଟକ ରଖି ତନାଘନା ଚଳାଇଛି । ବିଶେଷ କରି ବିଭିନ୍ନ ସ୍ଥାନରେ ଚାଲିଥିବା ନିର୍ମାଣ ସ୍ଥଳରେ ପୁଲିସ ଚଢ଼ାଉ କରିଥିଲା । ସେଠାରେ କାର୍ଯ୍ୟ କରୁଥିବା ନିର୍ମାଣ ଶ୍ରମିକଙ୍କୁ ଧରି ଥାନାକୁ ଅଣାଯାଇଛି । ଅନ୍ୟ କେତେକ ସ୍ଥାନରେ ମଧ୍ୟ ପୁଲିସ ଚଢ଼ାଉ କରିଥିଲା । ସେମାନଙ୍କ ରେକର୍ଡ ପୁଲିସ ତନ୍ନ ତନ୍ନ କରି ଯାଞ୍ଚ କରୁଛି । ଜଟଣୀରେ ବେନିୟମ ଭାବେ ବାଂଲାଦେଶୀ ରହୁଥିବା ନେଇ ବିଭିନ୍ନ ସଂଗଠନ ପକ୍ଷରୁ କିଛିଦିନ ପୂର୍ବରୁ ଅଭିଯୋଗ ହୋଇଥିଲା । ଏପରିକି ନିର୍ମାଣ ଶ୍ରମିକ ଓ ଅନ୍ୟ କାର୍ଯ୍ୟ କରିବା ବାହାନାରେ ଆସି ସ୍ଥାନୀୟ ବାସିନ୍ଦା ପରିଚୟ ପତ୍ର ହାସଲ କରିବାରେ ସେମାନେ ସଫଳ ହୋଇଛନ୍ତି । ଏପରିକି ସ୍ଥାନୀୟ କେତେକ ଦଲାଲଙ୍କ ସହଯୋଗରେ ସରକାରୀ ଜମି ଜବରଦଖଲ କରି ସେଠାରେ ଘର ନିର୍ମାଣ କରି ବାସିନ୍ଦା ଭାବେ ରହୁଥିବା ଅଭିଯୋଗ ହୋଇଥିଲା । ଏପରିକି ବାଂଲାଦେଶୀଙ୍କ ସହିତ ସେମାନଙ୍କର କୌଣସି ସଂଯୋଗ ରହୁଛି କି ନାହିଁ ତା’ର ମଧ୍ୟ ତଦନ୍ତ କରାଯାଉଥିବା ପୁଲିସ କହିଛି । ସବୁଦିଗକୁ ଆଧାର କରି ପୁଲିସ ତନାଘନା ଚଳାଇଛ

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme