Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଫୁଲ ତୋଳିବାକୁ ଯାଇ ବିଦ୍ୟୁତ୍ ଆଘାତରେ ଯୁବକ ମୃତ

Posted on November 21, 2025

ଠାକୁରଙ୍କ ପାଇଁ ଫୁଲ ତୋଳିବାକୁ ଯାଇ ଠାକୁରଙ୍କ ପାଖକୁ ଚାଲିଗଲେ ଯୁବକ। ଫୁଲ ତୋଳିବାକୁ ଯାଇ ବିଦ୍ୟୁତ ଆଘାତର ଶିକାର ହେଲେ ଯୁବକ। ଘର ମାଲିକଙ୍କ ବର୍ବର କାଣ୍ଡ। ଫୁଲଚୋରି ପାଇଁ ଫୁଲଗଛରେ ଦେଇଦେଲେ କରେଣ୍ଟ। ଫୁଲ ତୋଳିବାକୁ ଆସିଥିବା ସମୟରେ ଗଲା ପଡ଼ୋଶୀଙ୍କ ଜୀବନ । ନୀଳଗିରି ଏନଏସି ୫ ନମ୍ବର ୱାର୍ଡ ସାନଅତାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା।

ଉକ୍ତ ୱାର୍ଡର ତାପସ ଦାସ ସକାଳେ ଫୁଲ ତୋଳିବା ପାଇଁ ନିକଟ ସ୍ବର୍ଗତ ଦୀଲ୍ଲିପ ରାଉତଙ୍କ ବାଡ଼ିକୁ ଯାଇଥିଲେ। ହେଲେ ଫୁଲ ଚୋରିକୁ ରୋକିବା ପାଇଁ ଘର ମାଲିକ ଫୁଲ ଗଛରେ କରେଣ୍ଟ ଦେଇଥିଲେ । ଆଜି ସକାଳେ ତାପସ ଫୁଲ ତୋଳିବାକୁ ଆସି ବିଦ୍ୟୁତ ଆଘାତ ପାଇ ମୃତ୍ୟବରଣ ହୋଇଥିଲା। ସ୍ଥାନୀୟ ଲୋକମାନେ ମୃତ ଶରୀରକୁ ଦେଖି ତାପସଙ୍କ ପରିବାରକୁ ଅବଗତ କରିଥିଲେ। ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ନୀଳଗିରି ପୁଲିସକୁ ଅବଗତ କରିଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବକୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme