Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭଲ ପାଇ ଘରୁ ପଳାଇ ଆସିଥିଲେ, ଉଠାଇନେଲା ପୁଲିସ,

Posted on November 21, 2025

ପାରଳାଖେମୁଣ୍ଡି ସ୍ଥିତ ପୁରୁଣା କୋର୍ଟ ଛକ ଶୁଣ୍ଢୀସାହି ନିକଟରୁ ପ୍ରେମୀଯୁଗଳଙ୍କୁ ଉଠାଇ ନେଇଛି ଉତ୍ତରପ୍ରଦେଶ ପୁଲିସ । ଛତିଶଗଡ଼, ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ ସହାୟତାରେ ୨ ପ୍ରେମୀଙ୍କୁ ସେଠାରୁ କାବୁ କରିଛି ପୁଲିସ । ଉଭୟେ ଉତ୍ତରପ୍ରଦେଶର । ସେମାନେ ହେଲେ କ୍ରିଷ୍ଣାମୁରାରୀ ଏବଂ ଲିସି । ୟୁପିରୁ ଆସି ଏଠାରେ ଦୀର୍ଘଦିନ ଧରି ରହୁଥିଲେ । ପ୍ରେମୀ ଯୁଗଳଙ୍କ ଘର ୟୁପିର ବୃନ୍ଦାବନ ଅଞ୍ଚଳରେ । ସେମାନେ ଭଲ ପାଇ ପଳାଇ ଆସିଥିଲେ । ପରିବାର ଲୋକଙ୍କ ଏତଲା ପରେ ୟୁପି ପୁଲିସ୍ ଖୋଜାଖୋଜି କରି ପାଇ ନ ଥିଲା । ପୁଲିସ ଅନୁସନ୍ଧାନ ଚଳାଇଥିଲା । ଦୁଇ ପ୍ରେମୀ ଏଠାରେ ଥିବା ଜାଣିବା ପରେ ପାରଳାଖେମୁଣ୍ଡି ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ସହ ଯୋଗାଯୋଗ କରି ଶୁକ୍ରବାର ରାତି ସାଢ଼େ ୯ଟାରେ ଚଢ଼ଉ କରିଥିଲା । ଉଭୟଙ୍କୁ ପୁଲିସ ୟୁପି ନେଇଯାଇଥିବା ଥାନା ଅଧିକାରୀ କହିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme