Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପ୍ରେମ ପ୍ରତାରଣାରେ ଏୟାରଫୋର୍ସ ଯବାନ ଗିରଫ: ବଡଗଡ ପୋଲିସର କାର୍ଯ୍ୟାନୁଷ୍ଠାନ

Posted on November 19, 2025

ବଡଗଡ ଅଞ୍ଚଳରେ ରହୁଥିବା ଗୋଟିଏ ଯୁବତୀଙ୍କ ପ୍ରେମ ପ୍ରତାରଣା ଅଭିଯୋଗରେ ଏୟାରଫୋର୍ସର ଯବାନ ଗୋଲକ ବିହାରୀ ଦିକ୍ଷିତଙ୍କୁ ପୋଲିସ ଗିରଫ କରିଛି। ଭୁବନେଶ୍ବର ମାର୍କେଟ ବିଲ୍ଡିଂରୁ ତାଙ୍କୁ ବଡଗଡ ଥାନା ପୋଲିସ ଧରିଥିଲା। ଗିରଫ ଯବାନଙ୍କ ଘର ନୟାଗଡାର ଇଟାମାଟି ଅଞ୍ଚଳରେ, ଏବଂ ସେ ଲଦାଖରେ କାର୍ଯ୍ୟରତ ଥିବା କୁହାଯାଇଛି।

ବିଜେବି କଲେଜରେ ପଢୁଥିବା ସମୟରେ ପୀଡ଼ିତା ସହ ସେ ପ୍ରେମ ସମ୍ପର୍କରେ ଥିବା ଅଭିଯୋଗ ରହିଛି। ପରେ ସମ୍ପର୍କ ନିବିଡ଼ ହୋଇଥିବା ସତ୍ତେ ଯବାନଙ୍କ ପକ୍ଷରୁ ପ୍ରତାରଣା ହେବାରୁ ପୀଡ଼ିତା ବଡଗଡ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ପୋଲିସ ତାଙ୍କୁ ଗିରଫ କରି ବିଏନଏସ୍‌ର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme