Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସ୍ପେଶାଲ୍ ସ୍କ୍ଵାଡର ଚଢାଉ : ୫୫ ଗୋରୁ ଉଦ୍ଧାର, ୩ ଗିରଫ

Posted on November 15, 2025

​

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅଞ୍ଚଳରେ ସ୍ପେଶାଲ୍ ସ୍କ୍ଵାଡର ଚଢାଉ। ଗୋଚାଲାଣ ବେଳେ ଚଢାଉ କରି ୩ଟି ସ୍ଥାନରୁ ୫୫ ଗୋରୁଙ୍କୁ ଉଦ୍ଧାର କଲା ପୁଲିସ। ୩ ଅଭିଯୁକ୍ତ ଗିରଫ। ସୂଚନାନୁଯାୟୀ, ସ୍ପେଶାଲ୍ ସ୍କ୍ଵାଡ ଏବଂ ଆନନ୍ଦପୁର ପୁଲିସ ଚଢାଉ କରି ମୋଚନ୍ଦା ଗ୍ରାମ ନିକଟରୁ ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ କରିଛି। ଏହି ଗାଡିରୁ ୧୦ ଗୋରୁଙ୍କୁ ଜୀବନ୍ତ ଉଦ୍ଧାର କରିବା ସହ ଗୋଚାଲାଣ ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେହିପରି ବାଲୁଙ୍କେଶ୍ୱର ଠାରୁ ୧୫ ଗୋରୁ ଉଦ୍ଧାର କରାଯାଇଛି। ପରେ ଫକୀରପୁର ପାଦୁଖାଇ ପୀଠରୁ ୩୦ ଗୋରୁ ଉଦ୍ଧାର ହୋଇଥିବା ସୂଚନା ମିଳିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme