Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୧୫ ଡିଗ୍ରୀ ତଳେ ୧୯ ସହର ତାପମାତ୍ରା

Posted on November 15, 2025

 

ରାଜ୍ୟରେ ଖସୁଛି ପାରଦ। ବଢ଼ୁଛି ଥଣ୍ଡା। ଶନିବାର ଝାରସୁଗୁଡ଼ା ଓ ଫୁଲବାଣୀରେ ରାତି  ତାପମାତ୍ରା ୧୦ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଅଧିକ ଥଣ୍ଡା  ଅନୁଭୂତ ହେବ । ଆସନ୍ତା ୩  ଦିନ ଯାଏ ସର୍ବନିମ୍ନ ତାପମାତ୍ରା  ଅପରିବର୍ତ୍ତିତ ରହିବ । ଏହାପରେ  ୨ରୁ ୩ ଡିଗ୍ରୀ ବଢ଼ିପାରେ ବୋଲି  ପାଣିପାଗ ବିଭାଗ ଆକଳନ କରିଛି । 

ରାଜ୍ୟର ୧୯ ସହର ୧୫ ଡିଗ୍ରୀ ତଳକୁ ଖସିଛି ।  ଦାରିଙ୍ଗିବାଡ଼ିରେ ପାରଦ ୭.୫ ଡିଗ୍ରୀ  ତଳେ ରହିଛି । ଫୁଲବାଣୀରେ ୮.୨,  ଭବାନୀପାଟଣା ଓ ନବରଙ୍ଗପୁରରେ  ୧୧.୫, ଅନୁଗୁଳରେ ୧୧.୬,  କେନ୍ଦୁଝର, ସୁନ୍ଦରଗଡ଼ ଓ  ରାଉରକେଲାରେ ୧୨.୨,  କୋରାପୁଟ ଓ ଢେଙ୍କାନାଳରେ  ୧୩.୨, ବଲାଙ୍ଗୀରରେ ୧୩.୫,  ସମ୍ବଲପୁରରେ ୧୩.୮, ସୋନପୁରରେ ୧୩.୯, ରାୟଗଡ଼ାରେ  ୧୪.୪, ଟିଟିଲାଗଡ଼ରେ ୧୪.୫  ଡିଗ୍ରୀ ରେକର୍ଡ ହୋଇଛି । 
 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme