Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବିହାରରେ ଭୋଟ ଗଣତି ଆରମ୍ଭ, ଆଜିଅଛି ନିଷ୍ପତ୍ତିର ଦିନ

Posted on November 14, 2025

ବିହାରରେ ଦୁଇ ପର୍ଯ୍ୟାୟ ବିଧାନସଭା ନିର୍ବାଚନର ଫଳାଫଳ ଆଜି (ନଭେମ୍ବର 14) ଘୋଷିତ ହେବ। ସକାଳ 8ଟାରୁ ସମଗ୍ର ରାଜ୍ୟରେ ଭୋଟ ଗଣତି ହୋଇଛି। ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣତି ହେଉଛି। 38ଟି ଜିଲ୍ଲାର 46ଟି କାଉଣ୍ଟିଂ ସେଣ୍ଟରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ବିହାର ବିଧାନସଭାର 243ଟି ଆସନ ମଧ୍ୟରୁ ବହୁମତ ସୀମା 122। ଏନଡିଏ ପୁନର୍ବାର କ୍ଷମତାରେ ଆସିବ ବୋଲି ଏକଜିଟ ପୋଲରେ ଅନୁମାନ ଦିଆଯାଇଛି। ନୀତିଶ କୁମାରଙ୍କ ଶାସନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଚାର ଏଥର ନିର୍ବାଚନରେ ଏନଡିଏ ପକ୍ଷରେ ପରିଣତି ଆଣିବ ବୋଲି ଆଶା।

ଅନ୍ୟପକ୍ଷରେ, ଆରଜେଡି ନେତା ତେଜସ୍ବୀ ଯାଦବ ମହାଗଠବନ୍ଧନ ପକ୍ଷରୁ ସ୍ପଷ୍ଟ ବହୁମତ ମିଳିବ ବୋଲି ଦାବି କରିଛନ୍ତି।

ଫଳାଫଳ ଆସିବା ସହିତ କେଉଁ ଜୋଟ କ୍ଷମତା ଦାବି କରିବ, ଏହା ଉପରେ ସମସ୍ତଙ୍କ ନଜର।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme