Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଗେଷ୍ଟ ହାଉସରୁ ନାବାଳିକା ଉଦ୍ଧାର, ରେଜିଷ୍ଟର ଯାଞ୍ଚ କଲା କମିଶନରେଟ୍ ପୋଲିସ

Posted on November 13, 2025

ରାଜଧାନୀର ଏକ ଗେଷ୍ଟ ହାଉସରୁ ନାବାଳିକା ଉଦ୍ଧାର ଘଟଣାର ଜୋରଦାର ତଦନ୍ତ । ରେଜିଷ୍ଟର ଯାଂଚ ସହ କମିଶନରେଟ୍ ପୋଲିସର ପଚରାଉଚରା ଜାରି । ଉଦ୍ଧାର ନାବାଳିକା ଢେଙ୍କାନାଳର ବୋଲି ଜଣାପଡ଼ିଛି । ଦୁଇ ଜଣଙ୍କ ଜରିଆରେ ସେ ଗେଷ୍ଟ ହାଉସ ଆସିଥିଲେ । ଜଣେ ଦଲାଲ ମହେନ୍ଦ୍ର ପାତ୍ରକୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟଜଣେ ଏବେବି ଫେରାର ରହିଛି । ନାବାଳିକା ଜଣଙ୍କ କାନ୍ଦିବାରୁ ତାଙ୍କୁ ଅନୈତିକ କାର୍ଯ୍ଯରେ ବାଧ୍ୟା କରାଯାଉଥିବା ଜାଣିବାକୁ ପାଇଥିଲେ ଗେଷ୍ଟ ହାଉସ ରିସପ୍ସେନେଷ୍ଟ । ଏନେଇ ସେ ପୋଲିସକୁ ଖବର ଦେଇଥିଲେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme