
ଅନୁଗୋଳ ପାଳଲହାଡ଼ା ଥାନା ନଦୀନିପାଲି ଗ୍ରାମ ପାଖ ଜଙ୍ଗଲରେ ଜଣେ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ମୃତ ମହିଳା ଜଣକ ହେଲେ ନନ୍ଦିନୀପାଲି ଗ୍ରାମର ଗୁରୁବାରୀ ନାୟକ ବୋଲି ଜଣାପଡିଛି । ତେବେ ମୃତୁର କାରଣ ଅସ୍ପଷ୍ଟଥିବାବେଳେ , ମୃତକଙ୍କ ପରିବାର ଏହାଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରୀରଖିଛି
