Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବଢିଲା ତେଜ ପ୍ରତାପଙ୍କ ସୁରକ୍ଷା,ତେଜ ପ୍ରତାପ ଯାଦବଙ୍କୁ ୱାଇ ପ୍ଲସ ସୁରକ୍ଷା, କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

Posted on November 9, 2025

ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ଏବଂ ଜନଶକ୍ତି ଜନତା ଦଳ (ଜେଜେଡି) ନେତା ତେଜ ପ୍ରତାପ ଯାଦବଙ୍କୁ କେନ୍ଦ୍ର ସରକାର ୱାଇ ପ୍ଲସ କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ କରିଛନ୍ତି । ଗୃହ ମନ୍ତ୍ରଣାଳୟର ଆଦେଶ ପରେ ସିଆରପିଏଫ ତାଙ୍କ ସୁରକ୍ଷା ବଢ଼ାଇଛି ।

ନୂଆ ସୁରକ୍ଷା ବ୍ୟବସ୍ଥାରେ ତେଜ ପ୍ରତାପଙ୍କ ସହ ୧୧ ଜଣ ଆର୍ମଡ କମାଣ୍ଡୋ ଏବଂ ୫ ଜଣ ଷ୍ଟାଟିକ ପୋଲିସ ଜବାନ ରହିବେ । ସେହିପରି ୬ ପିଏସଓ ୩ଟି ସିଫ୍ଟରେ ତାଙ୍କ ସୁରକ୍ଷା ଦେଖିବେ ।

ମୋକାମାରେ ଦୁଲାରଚାନ୍ଦ ଯାଦବ ହତ୍ୟା ପରେ ତେଜ ପ୍ରତାପ ନିଜ ସୁରକ୍ଷା ପାଇଁ ଚିନ୍ତା ପ୍ରକାଶ କରିଥିଲେ । ସେ କହିଥିଲେ ଯେ, ବିହାରରେ ଅପରାଧିକ ଘଟଣା ବଢ଼ିଛି ଏବଂ ନିର୍ବାଚନ ସମୟରେ ନିଜକୁ ଟାର୍ଗେଟ କରାଯାଇପାରେ ।

ତେଜ ପ୍ରତାପ ଯାଦବ ଏବେ ବିହାରର ମହୁଆ ସିଟରୁ ନିର୍ବାଚନ ଲଢ଼ୁଛନ୍ତି ଏବଂ ତାଙ୍କ ପାର୍ଟି ଜେଜେଡି ପକ୍ଷରୁ ରୋଜଗାର ଏବଂ ପରିବର୍ତ୍ତନର ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme