Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନୂଆପଡ଼ାରେ ପ୍ରଚାର ଜ୍ୱର, ଆସନ୍ତା ୧୧ ତାରିଖରେ ଭୋଟିଂ

Posted on November 8, 2025

ନିର୍ବାଚନ ପ୍ରଚାର ପାଇଁ ହାତରେ ଆଉ ମାତ୍ର ଦୁଇ ଦିନ — ଆଜି ଓ କାଲି । ଏହିକାରଣରୁ ନୂଆପଡ଼ା ଉଠୁଛି ଓ ପଡ଼ୁଛି ପ୍ରଚାର ଜ୍ୱରରେ । ସବୁ ପ୍ରାର୍ଥୀ ଜୋରଦାର କ୍ୟାମ୍ପେନିଂରେ ବ୍ୟସ୍ତ ଅଛନ୍ତି । ଦଳୀୟ ପ୍ରାର୍ଥୀମାନେ ପାଟ ପଟୁଆର ନେଇ ସଭା-ସମିତି ଓ ରୋଡ୍‌ ଶୋ କରି ଭୋଟ ମାଗୁଛନ୍ତି । ଘରେ ଘରେ ବୁଲି ଭୋଟରଙ୍କୁ ମତାଉଛନ୍ତି ଓ ନାନା ପ୍ରତିଶ୍ରୁତି ଦେଉଛନ୍ତି ।

ବିଶେଷ କରି ତିନି ପ୍ରମୁଖ ଦଳ, କଂଗ୍ରେସ, ବିଜେଡି ଓ ବିଜେପି ପକ୍ଷରୁ ପ୍ରଚାରକୁ ନେଇ ଜୋରଦାର ଉଦ୍ୟମ ହେଉଛି । ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡ଼ା ଯାଇ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ ମାଗିଥିଲେ । ସ୍ଵାଧୀନ ପ୍ରାର୍ଥୀ ମଧ୍ୟ ପଛରେ ପଡ଼ି ନାହାଁନ୍ତି , ସେମାନେ ମଧ୍ୟ ପ୍ରଚାରରେ ମାତିଛନ୍ତି ।

ଆସନ୍ତାକାଲି ସଂଧ୍ୟାରେ ସରିବ ପ୍ରଚାର ଅଭିଯାନ । ତାହା ପରେ ୧୧ ତାରିଖ ମଙ୍ଗଳବାର ଦିନ ହେବ ନୂଆପଡ଼ାରେ ଭୋଟିଂ

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme