Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବଳଭଦ୍ର କୋଇଲାଖଣି ପାଇଁ ପରିବେଶ ଜନଶୁଣାଣୀ ।ବିସ୍ଥାପିତ ହେବେ ପାଞ୍ଚଖଣ୍ଡ ଗାଁର ଗ୍ରାମବାସୀ ।

Posted on November 7, 2025

ତାଳଚେର କୁମୁଣ୍ଡା ଠାରେ ନୂତନଭାବେ ଏମ.ସି.ଏଲ ଦ୍ବାରା ବଳଭଦ୍ର କୋଇଲାଖଣି ପାଇଁ ଏକ ପରିବେଶ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋଡ଼ର ଜିଲ୍ଲା ଅଡିକାରୀ ଓ ଜିଲ୍ଲା ପ୍ରଶାସନ ଅଧ୍ୟକ୍ଷତା କରିଥିଲେ । ବଳଭଦ୍ର କୋଇଲାଖଣି ସମୁଦାୟ 514.48 ହେଟର ଜମିରେ 10 MTPA କୋଇଲା ଉତ୍ତଳନ କ୍ଷମତା ହେବାସହ ତାଳଚେର ତହସିଲର କୁମୁଣ୍ଡା, ଚିତଲପୁର, ମରଡ଼ହରିହରପୁର,ପାରବେଡା ଓ ବନବାସପୁର ଆଦି ପାଞ୍ଚଖଣ୍ଡ ଗାଁର ଲୋକେ ଓ ଜମି ବିସ୍ଥାପିତ ହେବ । ଏହିକାର୍ଯ୍ୟ ପାଇଁ ବିସ୍ଥାପିତ ହେବାକୁଥିବା ଗ୍ରାମବାସୀଙ୍କ ଆପତ୍ତି ଅଭିଯୋଗ ସହ ପରିବେଶ କିପରି ସନ୍ତୁଳିତ ରହିବ, ଗ୍ରାମବାସୀମାନେ ସେମାନଙ୍କର ମତାମତ ପ୍ରଦାନ କରିଥିଲେ । ଯାହା ଜିଲା ପ୍ରଶାସନ ଓ ରାଜ୍ୟ ପ୍ରଦୂଷଣ ବିଭାଗ ଏହାକୁ ଗ୍ରହଣ କରି କେନ୍ଦ୍ରକୁ ଦେବାପରେ କେନ୍ଦ୍ରସରକାର ଏହାକୁ ବିଚାରକରି ଖୋଲାମୁହଁ କୋଇଲାଖଣି କରିବା ପାଇଁ ଏମ.ସି.ଏଲକୁ ମଞ୍ଜୁରୀ ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ବିସ୍ଥାପିତ ପାଞ୍ଚଖଣ୍ଡ ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିବାବେଳେ ଶାନ୍ତିଶୃଙ୍ଖଳା ପାଇଁ ବ୍ୟପକ ପୋଲିସର ବ୍ୟବସ୍ଥା ହୋଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme