Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଗାଧୋଇବା ବେଳେ ବୁଡ଼ିଗଲେ ୩ ପିଲା

Posted on November 6, 2025

ବୈତରଣୀ ନଦୀ ଗାରଡେଶ୍ୱର ଘାଟରେ ଅଘଟଣ। ଗାଧୋଇବା ବେଳେ ବୁଡ଼ିଗଲେ ୩ ପିଲା। ଦୁଇ ନାବାଳକ ଉଦ୍ଧାର ଜଣେ ନାବାଳିକା ନିଖୋଜ। ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି। 

ସୂଚନାନୁଯାୟୀ, ଗୁରୁବାର ଦିନ ପ୍ରାୟ ୧୧ଟା ବେଳେ ୩ ଭାଇ-ଭଉଣୀ ଓ ତାଙ୍କ ମାଉସୀ ପୁଅ ବୈତରଣୀ ନଦୀ କୂଳକୁ ଆସିଥିଲେ। ସେହି ସମୟରେ ୩ ଜଣ ପିଲା ଗାଧୋଇବାକୁ ନଦୀରେ ପଶିଥିଲେ। ହେଲେ ନଦୀ ସ୍ରୋତରେ ଭାସି ଯାଇଥିଲେ। ସେଠାରେ ଗାଧୋଉଥିବା ଜଣେ ସମ୍ପର୍କୀୟ ଅଜା ଲୋକମାନଙ୍କୁ ଡାକ ପକାଇଥିଲେ। ସେହି ସମୟରେ ସେଠାରେ ମାଛ ଧରୁଥିବା ଜଣେ ପିଲା ଠାରୁ ବୋତଲ ସୂତି ଆଣି ପକାଇ ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ। ହେଲେ ଆଉ ଜଣେ ନାବାଳିକା ଏବେବି ନିଖୋଜ ଅଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବାହାଘର ଅଧାରୁ ତଡ଼ା ଖାଇଲେ ବର-କନ୍ୟା
  • ଟ୍ରକ୍ ସହ ଧକ୍କା ହେଲା ସ୍କୁଟି, ଦୁଇ ମହିଳା ଆହତ
  • ହାତୀ ଛୁଆକୁ ନେଉନି ମାଆ, ମଣିଷ ଛୁଇଁଥିବା ଭାବି ଦଳକୁ ଫେରିପାରୁନି ହାତୀ ଛୁଆ
  • ଅଧିବେଶନ ପୂର୍ବରୁ ମୋଦୀ କହିଲେ, ‘ଏହା ବିଜୟର ଅହଙ୍କାର କିମ୍ବା ନାଟକ କରିବାର ସ୍ଥାନ ନୁହେଁ’
  • କମିବ ଥଣ୍ଡାର ପ୍ରକୋପ; ଆଗାମୀ ୪ଦିନ ବଢିବ ରାତି ତାପମାତ୍ରା

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (284)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (60)
  • ରାଜ୍ୟ (906)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme