Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମାଛ ଧରିବା ବେଳେ ଜାଲରେ ପଡିଲା ଭଗବାନ ଶିବ ପାର୍ବତୀଙ୍କ ମୂର୍ତ୍ତି; ୩୦ କେଜିରୁ ଅଧିକ ଓଜନର ଅଷ୍ଟଧାତୂ ମୂର୍ତ୍ତି

Posted on September 25, 2025

 

 

ମାଛ ଧରାଳିଙ୍କ  ଜାଲରେ ଲାଗିଛି ୩୦ କେଜିର ଅଷ୍ଟଧାତୁ ମୂର୍ତ୍ତି ।  ପୁରୀ କୋଣାର୍କ ବେଳାମାର୍ଗରେ ଥିବା ବେଲଦଳ  ଗ୍ରାମର ଚନ୍ଦ୍ରମଣି ସ୍ୱାଇଁଙ୍କ ପୁତ୍ର ପ୍ରକାଶ ଚନ୍ଦ୍ର ସ୍ୱାଇଁ  (୪୫) ମଙ୍ଗଳବାର ଭୋର୍‌ରୁ ନୂଆନଈ ବ୍ରିଜ  ତଳେ ମାଛ ଧରୁଥିଲା ବେଳେ ମାଛ ସହ ଏକ  ୩୦ କେଜିରୁ ଅଧିକ ଓଜନର ଶିବପାର୍ବତୀ ମୂର୍ତ୍ତି  ଜାଲରେ ଲାଗିଥିଲା । ଏହି ଅଷ୍ଟଧାତୁ ମୂର୍ତ୍ତିର  ଉଚ୍ଚତା ପାଖାପାଖି ୨ ଫୁଟ ହେବ । ଏହା ସହ  ଏକ ଆସ୍ଥାନ ମଧ୍ୟ ଜାଲରେ ପଡ଼ିଥିଲା । ଜାଲ ଓଜନିଆ ଲାଗିବାରୁ ମାଛ ଧରୁଥିବା ପୂର୍ଣ୍ଣଚନ୍ଦ୍ର ବଡ଼ ମାଛଟେ ଲାଗିଥିବା ଭାବି ଜାଲ ଉଠାଇ  ମୂର୍ତ୍ତିକୁ ଦେଖି ସେ ଚମକି ପଡ଼ିଥିଲେ । ଏହାକୁ  ସେ ଘରକୁ ଆଣିଥିଲେ । ଗ୍ରାମବାସୀ କହିବାରୁ ସେ ଏନେଇ ସ୍ଥାନୀୟ ପୁଲିସକୁ ସମସ୍ତ ଘଟଣା ସମ୍ପର୍କରେ ଖବର ଦେଇଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme