Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

 ଶଶୁର ଘରେ ଜ୍ବାଇଁର ଉନ୍ମତ୍ତକାଣ୍ଡ,  ଶଶୁରଙ୍କୁ କଟୁରୀରେ ହାଣିଲା ରକ୍ତମୁଖା ଜ୍ୱାଇଁ

Posted on November 5, 2025

ଶ୍ବଶୁର ଘରେ ଜ୍ବାଇଁର ଉନ୍ମତ୍ତକାଣ୍ଡ । ନିଜ ପତ୍ନୀ ସହ ଶାଶୂ, ଶଶୁରଙ୍କୁ କଟୁରୀରେ ହାଣିଲା ରକ୍ତମୁଖା ଜ୍ୱାଇଁ । କଟକ ଜିଲ୍ଲା ବାଙ୍କୀ ଥାନା ଶିଶୁଆ ଗାଁର ଘଟଣା । ଗାଁର ସଞ୍ଜୟ ଦାସ ନିଜ ଶ୍ୱଶୁର ଘରକୁ ଆସି ପତ୍ନୀ ପୁଷ୍ପାଙ୍କୁ ସାଙ୍ଗରେ ଯିବାକୁ ବାଧ୍ୟ କରିଥିଲେ । ପୁଷ୍ପା ତାଙ୍କ ସହ ନଯିବାରୁ କଟୁରୀରେ ତାଙ୍କୁ ହାଣି ରକ୍ତାକ୍ତ କରିଥିଲେ । ଶ୍ୱଶୁର ଓ ଶାଶୂ ଏହାର ପ୍ରତିବାଦ କରିବାରୁ ତାଙ୍କୁ ବି ହାଣିବାକୁ ପଛାଇ ନଥିଲା ଜ୍ବାଇଁ ସଞ୍ଜୟ ଦାସ । ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ସମସ୍ତଙ୍କୁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଷ୍ପାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବାଙ୍କୀ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ କରୁଛି ପୋଲିସ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme