Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ଦେଖିବାକୁ ମିଳିବ ସବୁଠୁ ବଡ଼ ସୁପରମୁନ୍

Posted on November 5, 2025

ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ଆକାଶରେ ଚନ୍ଦ୍ର ଅତ୍ୟନ୍ତ ଉଜ୍ଜ୍ୱଳ ଓ ବଡ଼ ଦେଖାଯିବ, କାରଣ ଏହା ସୁପରମୁନ୍ ରାତି। ପୃଥିବୀ ଚାରିପାଖରେ ଚନ୍ଦ୍ରର ଅଣ୍ଡାକାର କକ୍ଷପଥ ହେତୁ କେବେ କେବେ ଏହା ପୃଥିବୀଙ୍କ ନିକଟତମ ବିନ୍ଦୁ (ପେରିଜି) ଉପରେ ପହଞ୍ଚେ। ସେହି ସମୟରେ ପୂର୍ଣ୍ଣିମା ହେଲେ ତାହାକୁ ସୁପରମୁନ୍ କୁହାଯାଏ।

ଏଥରର ସୁପରମୁନ୍ ୬ ବର୍ଷରେ ସବୁଠୁ ବଡ଼ ଓ ଉଜ୍ଜ୍ୱଳ। ଭାରତୀୟ ସମୟ ଅନୁଯାୟୀ ସନ୍ଧ୍ୟା ୬ଟା ୫୦ରେ ଚନ୍ଦ୍ର ପୃଥିବୀର ନିକଟତମ ସ୍ଥାନରେ — ପ୍ରାୟ ୩୫୬,୯୮୦ କିଲୋମିଟର ଦୂରରେ — ରହିବ। ପରେ ଏହା ନଅ ଘଣ୍ଟା ଭିତରେ ଅତ୍ୟଧିକ ଉଜ୍ଜ୍ୱଳତା ଆସିବ ଓ ମଧ୍ୟରାତ୍ରି ପରେ ଶିଖରରେ ପହଞ୍ଚିବ।

ଏହି ଅଦ୍ଭୁତ ମହାଜାଗତିକ ଦୃଶ୍ୟ ଦେଖିବା ପାଇଁ କୌଣସି ଟେଲିସ୍କୋପ୍ ଆବଶ୍ୟକ ନୁହେଁ — କେବଳ ସ୍ୱଚ୍ଛ ଆକାଶ ଓ ଅଳ୍ପ କୃତ୍ରିମ ଆଲୋକ ହେଲେ ହେଲା

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme