Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ହାତୀକୁ ଗୁଳିକରି ହତ୍ୟା କରିଛନ୍ତି ଶିକାରୀ

Posted on November 4, 2025

ଧାନ ଖାଇଦେଲା ବୋଲି , ହାତୀକୁ ହତ୍ୟା । ହାତୀକୁ ଗୁଳିକରି ହତ୍ୟା କରିଛନ୍ତି ଶିକାରୀ । ଗଂଜାମ ଭଂଜନଗର ଉତ୍ତର ବନଖଣ୍ଡ ମୁଜାଗଡ଼ା ବନାଞ୍ଚଳ ବଣିଆପଲ୍ଲୀ ଜଙ୍ଗଲର ଏ ଘଟଣା । ମାମଲାରେ ଶିକାରୀ ଉମାକାନ୍ତ ପ୍ରଧାନଙ୍କୁ ବାନ୍ଧିବା ସହ ୨ଟି ଦେଶୀ ବନ୍ଧୁକ, ଗୋଟିଏ ଭଙ୍ଗା ବନ୍ଧୁକ ଓ କିଛି ବିସ୍ଫୋରକ ସାମଗ୍ରୀ ଜବତ କରିଛି ବନବିଭାଗ ।

ଗତ ଶନିବାର ଦିନ ଶିକାରୀ ଉମାକାନ୍ତ ହାତୀର ବାମଗୋଡ ଓ ପେଟରେ ଗୁଳିମାଡ଼ କରିଥିଲା । ଗୁଳିମାଡ଼ର ୨ ଦିନ ପରେ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଉମାକାନ୍ତ ଜଣେ ଅଭ୍ୟାସଗତ ଶିକାରୀ ଏବଂ ବନ୍ୟଜନ୍ତୁ ଶିକାର କରି ମାଂସ ବିକ୍ରି କରୁଥିବା ବନବିଭାଗ ସୂଚନା ଦେଇଛି । ସେପଟେ ହାତୀର ବ୍ୟବଚ୍ଛେଦ ପରେ ମୃତଦେହକୁ ପୋତାଯିବ ବୋଲି ଜଣାପଡିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଭୟଙ୍କର ବାତ୍ୟା ‘ସେନ୍ୟାର’ର ତାଣ୍ଡବ: ଦକ୍ଷିଣ-ପୂର୍ବ ଏସିଆରେ ୬ଶହ ଜୀବନହାନି
  • ଆଜିଠୁ ସଂସଦର ଶୀତ ଅଧିବେଶନ, ଦିଲ୍ଲୀ ବ୍ଲାଷ୍ଟକୁ ନେଇ କମ୍ପିବ ଗୃହ
  • ବାରବାଟୀ T20: ମୁଖ୍ୟମନ୍ତ୍ରୀ କିଣିଲେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଟିକେଟ୍
  • ରାସ୍ତା ଜଳିଗଲା ହାଇୱା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (283)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (59)
  • ରାଜ୍ୟ (902)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme