Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କର୍ତ୍ତବ୍ୟରେ ଅବହେଳା ଅଭିଯୋଗ; ଜଣେ ଏଏସ୍‌ଆଇ, ୨ କନଷ୍ଟେବଳ ନିଲମ୍ବିତ

Posted on September 25, 2025

କାର୍ଯ୍ୟରେ ଅବହେଳା ପାଇଁ ବୁଧବାର ଜଣେ  ଏଏସ୍‌ଆଇ, ୨ ଜଣ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ ଏଏସ୍‌ଆଇ  ହେଲେ ନୀଳକଣ୍ଠ ପୃଷ୍ଟି ଏବଂ ୨ କନଷ୍ଟେବଳ ହେଲେ ପରୀକ୍ଷିତ ନାୟକ,  ନରସିଂହ ମହପାତ୍ର । ବାଲେଶ୍ୱର ଏସ୍‌ପି ପ୍ରତ୍ୟୁଷ ଦିୱାକର ସେମାନଙ୍କୁ ନିଲମ୍ବିତ  କରିଛନ୍ତି । ନିଲମ୍ବିତ ୩ ଜଣ ବଳରାମଗଡ଼ି ସାମୁଦ୍ରୀକ ଥାନାରେ କାର୍ଯ୍ୟରତ  ଥିଲେ । ସେମାନଙ୍କ ନାମରେ ପୂର୍ବରୁ କାର୍ଯ୍ୟରେ ଅବହେଳା ଅଭିଯୋଗ  ଆସିଥିଲା । ଏହାର ତଦନ୍ତ କରି ଏସ୍‌ପି ଦିୱାକର ଏହି ନିଷ୍ପତ୍ତି ନେଇଛନ୍ତି । 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ପହିଲାରୁ ନୂଆ ନିୟମ : ବନ୍ଦ ହେବ ନଗଦ ପେମେଣ୍ଟ
  • ୪୭ ଲକ୍ଷ ସୋସିଆଲ ମିଡିଆ ଆକାଉଣ୍ଟ ଡିଆକ୍ଟିଭ୍, ୫ ଲକ୍ଷରୁ ଅଧିକ ଆକାଉଣ୍ଟ ହଟାଇଲା ମେଟା
  •  ବିଜାପୁରରେ ଏନକାଉଣ୍ଟର, ୨ ନିହତ
  • ରବିବାରଠୁ ପକ୍ଷୀ ଗଣନା
  • ଆଜି ଥରାଇବ ଶୀତ, ରବିବାରଠୁ କମିବ ଜାଡ଼ର ପ୍ରକୋପ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (464)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,497)
  • ସ୍ପେଶାଲ୍ ରିପୋର୍ଟ (262)
©2026 JBR Samachar | Design: Newspaperly WordPress Theme