Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୩୦୮୪ କୋଟି ଟଙ୍କାର ସମ୍ପତ୍ତି ଫ୍ରିଜ୍ କଲା ଇଡି

Posted on November 3, 2025

ବଢିଲା ଅନିଲ ଅମ୍ଵାନୀଙ୍କ ମୁସ୍କିଲ୍। ଘରଠୁ ଅଫିସ୍ ଯାଏଁ ରିଲାଏନ୍ସ ଗ୍ରୁପ୍‌ର ୩୦୮୪ କୋଟି ଟଙ୍କାର ୪୦ରୁ ଉର୍ଦ୍ଧ୍ଵ ସମ୍ପତ୍ତି ଫ୍ରିଜ୍ କଲା ଇଡି। ଗାଜିଆବାଦ, ଦିଲ୍ଲୀ, ନୋଏଡା, ମୁମ୍ଵାଇ, ପୁଣେ, ଥାନେ, ହାଇଦ୍ରାବାଦ, ଚେନ୍ନାଇ, କାଞ୍ଚିପୁରମ୍ ଓ ଇଷ୍ଟ ଗୋଦାବରୀ ଅଞ୍ଚଳରେ ଥିବା ଅନିଲ ଅମ୍ବାନୀଙ୍କ ସମ୍ପତ୍ତିକୁ ଇଡି ଫ୍ରିଜ୍ କରିଦେଇଛି। ମନି ଲଣ୍ଡରିଂ ନିବାରଣ ଆଇନ ଅଧୀନରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

​​​​​​​ମାମଲାଟି ହେଉଛି ୨୦୧୭ ଏବଂ ୨୦୧୯ ମସିହାର। ଏହି ସମୟ ମଧ୍ୟରେ, ୟେସ୍ ବ୍ୟାଙ୍କ ରିଲାଏନ୍ସ ଗ୍ରୁପର ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡରେ ପ୍ରାୟ ୨୯୬୫ କୋଟି ଏବଂ ରିଲାଏନ୍ସ କମର୍ସିଆଲ୍ ଫାଇନାନ୍ସ ଲିମିଟେଡରେ ୨୦୪୫ କୋଟିର ନିବେଶ କରିଥିଲା। ଏହି ଦୁଇଟି କମ୍ପାନୀ ଉପରେ ହଜାର ହଜାର କୋଟି ଟଙ୍କାର ବକେୟା ବାଲାନ୍ସ ପଡ଼ିଥିଲା। କମ୍ପାନୀଗୁଡ଼ିକ ଜନସାଧାରଣ ଏବଂ ବ୍ୟାଙ୍କଗୁଡ଼ିକରୁ ନିଆଯାଇଥିବା ପାଣ୍ଠିର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଇଡି ଏହି ମାମଲାର ତଦନ୍ତ କରୁଥିଲା। 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme