Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଧରାକୋଟ ରେ ଦୁଇ ସିରିଜ ଦୁର୍ଘଟଣା

Posted on November 1, 2025

ଧରାକୋଟ: ଧରାକୋଟ ଓ ମୁଣ୍ଡମରାଇ ନିକଟରେ ଆଜି ମଧ୍ୟାହ୍ନ ସମୟରେ ଦୁଇଟି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ଦୁଇଟି ଗାଡି କ୍ଷତିଗ୍ରସ୍ତ ହୋଇଛି। ଜାତୀୟ ରାଜପଥ ୫୯ର ଦୁର୍ଘଟଣା ପ୍ରବଣ ଅଞ୍ଚଳ ଭାବରେ ଜଣାଶୁଣା ହନୁମାନ ଦ୍ଵାର ମୁଣ୍ତମରାଇ ମଧ୍ୟରେ ଥିବା ଧାନ ମିଲ ନିକଟରେ ସୋରଡା ରୁ ଆସିକା ଯାଉଥିବା od 07 aq 5802 ନମ୍ବର ବିଶିଷ୍ଟ ଏକ କାର ରାସ୍ତା ଉପରକୁ ହଠାତ ଚାଲି ଆସିବା ଯୋଗୁଁ ତାକୁ ବଞ୍ଚାଇବା କୁ ଯାଇ ଡ୍ରାଇଭର ରାସ୍ତା ପର୍ଶ୍ୱକୁ ମୋଡ଼ ବଦଳାଇବା ବେଳେ କାର ଟି ରାସ୍ତା ପାର୍ଶ୍ଵ ସିମେଣ୍ଟ ଖୁଣ୍ଟକୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଠିକ ସେହିପରି ଧରାକୋଟ ମେଡ଼ିକାଲ ଗଡାଣି ରେ ସୋରଡା ପଟରୁ କାଠ ବୋଝେଇ କରି ଆସୁଥିବା od 04 c 5951 ନାମକ ଏକ ବୋଲେରୋ ପିକ ଅପ ଗାଡି ନିୟନ୍ତ୍ରଣ ହରାଇ ଏକ ବିଦ୍ୟୁତ ଖୁଣ୍ଟ ସହ ପିଟି ହୋଇ ଓଲଟି ପଡିଥିଲା। ପାଖରେ ଏକ ବିଦ୍ୟୁତ ଟ୍ରଂସ୍ଫର୍ମର ରହିଥିଲେ ମଧ୍ୟ ସୌଭାଗ୍ୟ ବଶତଃ ଏହାକୁ ଧକ୍କା ହୋଇନଥିବା ଯୋଗୁଁ ଏକ ବଡ ଧରଣର ଅ ଘଟଣରୁ ଉଭୟ ଦୁର୍ଘଟଣାରେ କୌଣସି ଜୀବନହାନି ହୋଇନାହିଁ । ପୋଲିସ ଉଭୟ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme