Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଇ-କେୱାଇସି ନ କଲେ କାଲିଠୁ ମିଳିବନି ରାସନ

Posted on October 31, 2025

ରାଜ୍ୟରେ ରାସନ ପାଇବା ପାଇଁ ଇ-କେୱାଇସି କରିବା ଆବଶ୍ୟକ ହୋଇପାରିଛି। ଆଜି (ଅକ୍ଟୋବର ୩୧) ହେଉଛି ଇ-କେୱାଇସି କରିବାର ଶେଷ ତାରିଖ। ଏହା ପରେ ଯେମାନେ ଇ-କେୱାଇସି କରିନାହାନ୍ତି, ସେମାନଙ୍କ ରାସନ ଯୋଗାଣ ବନ୍ଦ ହେବ।

ଖାଦ୍ୟ ଓ ଯୋଗାଣ ବିଭାଗ ସୂତ୍ର ଅନୁସାରେ, ୨୯ ଅକ୍ଟୋବର ପର୍ଯ୍ୟନ୍ତ ରାଜ୍ୟରେ ୧୫ ଲକ୍ଷ ୫୭ ହଜାର ୨୬୫ ଜଣ ଲାଭାର୍ଥୀ ଏପର୍ଯ୍ୟନ୍ତ ଇ-କେୱାଇସି କରିନାହାନ୍ତି। ବିଭାଗ ପକ୍ଷରୁ ସେମାନଙ୍କ ରାସନ ଯୋଗାଣ ବନ୍ଦ ହେବା ସମ୍ଭାବନା ନେଇ ଚିନ୍ତା ବ୍ୟକ୍ତ କରାଯାଇଛି।

ଗତ ୧୪ ଅକ୍ଟୋବରରେ ୧୬ ଲକ୍ଷ ୩୦ ହଜାର ୩୭୧ ଜଣ ଇ-କେୱାଇସି କରିନଥିଲେ। ଏହା ପରେ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ତ୍ୱରାନ୍ୱିତ ଭାବେ ଏହି ପ୍ରକ୍ରିୟା ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ୧୫ ଦିନ ହେବା ସତ୍ତେ ମାତ୍ର ୭୩,୧୦୬ ଜଣଙ୍କ ଇ-କେୱାଇସି ହୋଇଛି।

ଏହି ଗତି ଦେଖି ସରକାରଙ୍କ ଚିନ୍ତା ଆହୁରି ବଢ଼ିଛି। ଏବେ ପ୍ରଶ୍ନ ହେଉଛି — ଅବଶିଷ୍ଟ ଲାଭାର୍ଥୀମାନେ ଏକ ଦିନରେ କେମିତି ଇ-କେୱାଇସି କରିପାରିବେ?

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme