Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମେଲବର୍ଣ୍ଣରେ ଅଭ୍ୟାସ ସମୟରେ ଚାଲିଗଲା କ୍ରିକେଟର ବେନ୍ ଅଷ୍ଟିନଙ୍କ ଜୀବନ, ବେକରେ ବାଜିଥିଲା ବଲ୍

Posted on October 30, 2025

ଟିମ୍ ଇଣ୍ଡିଆ ଏବେ ୫ଟି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳୁଛି। ପ୍ରଥମ ଟି୨୦ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ୍ ହୋଇଛି, ଏହାପରି ମଧ୍ୟରେ ଅଷ୍ଟ୍ରେଲିଆର ମେଲବର୍ଣ୍ଣରୁ ଏକ ଦୁଃଖଦ ଖବର ଆସିଛି।

୧୭ ବର୍ଷୀୟ କ୍ରିକେଟର ବେନ୍ ଅଷ୍ଟିନ ଅଭ୍ୟାସ ସମୟରେ ମୁଣ୍ଡରେ ବଲ୍ ଲାଗି ଗୁରୁତର ଅବସ୍ଥାରେ ମୋନାଶ ମେଡିକାଲ୍ ସେଣ୍ଟରକୁ ପଠାଯାଇଥିଲେ। ହସପିଟାଲରେ ଲାଇଫ ସପୋର୍ଟରେ ରଖାଯିବା ସତ୍ତ୍ୱେ, ତାଙ୍କର ମୃତ୍ୟୁ ଘଟିଛି।

କ୍ରିକେଟ ଅଷ୍ଟ୍ରେଲିଆ ବେନଙ୍କ ବିୟୋଗରେ ସୋସିଆଲ ମିଡିଆରେ ଗଭୀର ଦୁଃଖ ବ୍ୟକ୍ତ କରିଛି ଏବଂ ପରିବାରକୁ ସମବେଦନା ଜଣାଇଛି।

ଏହି ଘଟଣା , ୨୦୧୪ରେ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍ ଫିଲିପ୍ ହ୍ୟୁଗ୍ସ ମଧ୍ୟ ଏକ ମ୍ୟାଚ୍ ବେଳେ ବଲ୍ ବାଜିବାରୁ ପ୍ରାଣ ହରାଇଥିଲେ । ତାଙ୍କର ମଧ୍ୟ ବେକରେ ବଲ ବାଜିଥିଲା । ହ୍ୟୁଗ୍ସଙ୍କ ଘଟଣା ପରେ କ୍ରିକେଟରେ ସୁରକ୍ଷାକୁ ନେଇ ଅନେକ ନୂତନ ନିୟମ ଲାଗୁ କରାଯାଇଥିଲା।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme