Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଟ୍ରମ୍ପଙ୍କ ବଡ଼ ଘୋଷଣା, ଚୀନ୍ ଶୁଳ୍କ ୧୦% ହ୍ରାସ

Posted on October 30, 2025

ସି ଜିନପିଙ୍ଗଙ୍କ ସହ ବୈଠକ ଆମେରିକା-ଚୀନ ସମ୍ପର୍କରେ ଏକ ନୂତନ ଆରମ୍ଭ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଏକ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ବୁଝାମଣା ଘୋଷଣା କରିଛନ୍ତି । ଯେଉଁଥିରେ ଶୁଳ୍କରେ ୧୦% ହ୍ରାସ, ସୋୟାବିନ୍ କ୍ରୟର ପୁନଃ ଆରମ୍ଭ । ବୁସାନରେ ଜିନପିଙ୍ଗଙ୍କ ସହ ୨ ଘଣ୍ଟାରୁ ଅଧିକ ସମୟ ଧରି ଗୁପ୍ତ ଆଲୋଚନା ପରେ ଟ୍ରମ୍ପ ଘୋଷଣା କରିଥିଲେ ଯେ, ଏକାଧିକ ନିଷ୍ପତ୍ତି ନିଆଯାଇଛି ଏବଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ନିଷ୍କର୍ସ ଖୁବଶୀଘ୍ର ପ୍ରକାଶିତ ହେବ ।

“ଯାହା ସବୁ ଆଲୋଚନା ହୋଇଥିଲା, ମୁଁ କହିବିନି,” ବୋଲି ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଥିଲେ । “କିନ୍ତୁ ଏହା ଏକ ଆଶ୍ଚର୍ଯ୍ୟଜନକ ବୈଠକ ଥିଲା । ଆମେ ସହମତ ହୋଇଥିଲୁ ଯେ, ରାଷ୍ଟ୍ରପତି ଜିନପିଙ୍ ଫେଣ୍ଟାନିଲ୍ ବନ୍ଦ କରିବା ପାଇଁ କଠିନ ପରିଶ୍ରମ କରିବେ, ସୋୟାବିନ୍ କ୍ରୟ ତୁରନ୍ତ ଆରମ୍ଭ ହେବ ଏବଂ ଚୀନ୍ ଉପରେ ଶୁଳ୍କ ୫୭% ରୁ ୪୭%କୁ ହ୍ରାସ କରାଯିବ ।”

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme