Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର : ୨୧ତମ କିସ୍ତି ପାଇଁ ଚାଷୀମାନେ ଅପେକ୍ଷାରେ…

Posted on October 29, 2025

କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନା ଅଧୀନରେ ଦେଶର ଲକ୍ଷାଧିକ ଚାଷୀଙ୍କୁ ଲାଭ ମିଳିଛି । ଏପର୍ଯ୍ୟନ୍ତ ମୋଟ ୨୦ଟି କିସ୍ତି ପ୍ରଦାନ ହୋଇଛି, ଏବେ ୨୧ତମ କିସ୍ତି ପାଇଁ ଚାଷୀମାନେ ଅପେକ୍ଷାରେ ଅଛନ୍ତି, ଯାହା ନଭେମ୍ବର ପ୍ରଥମ ସପ୍ତାହରେ ପ୍ରଦାନ କରାଯିବାକୁ ଅନୁମାନ କରାଯାଉଛି ।

ସରକାରଙ୍କ ରେକର୍ଡ ଅନୁସାରେ, ଏହି ଯୋଜନା ଅଧୀନରେ ଚାଷୀମାନଙ୍କୁ ୩ ଲକ୍ଷ କୋଟିରୁ ଅଧିକ ଟଙ୍କା ବଣ୍ଟନ କରାଯାଇଛି ।

ଚାଷୀମାନେ ନିଶ୍ଚିତ କରିବା ଆବଶ୍ୟକ:
1. ଆଧାର ଏବଂ ଆକାଉଣ୍ଟ ସମ୍ପର୍କୀୟ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ହେବ ।
2. ଭୂ-ସତ୍ୟାପନ ହୋଇ ଜମି ରେକର୍ଡ ରାଜ୍ୟ ପୋର୍ଟାଲରେ ଭେରିଫାଇ କୁ ହେବା।

ଯଦି ଏହି ପ୍ରକ୍ରିୟା ଅସମ୍ପୂର୍ଣ୍ଣ ରହିଥାଏ, ତେବେ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପହଁଚିବ ନାହିଁ । ଅନେକ ଚାଷୀଙ୍କ ପଛ କିସ୍ତି କେବଳ ଏହି କାରଣ ପାଇଁ ଅଟକି ରହିଥିଲା । ସରକାର ବାରମ୍ବାର ଚାଷୀଙ୍କୁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ଅପିଲ୍ କରିଛନ୍ତି, ଏହି ଦୁଇଟି ପ୍ରକ୍ରିୟା ହେବା ପରେ କିସ୍ତି ସ୍ୱୟଂଚାଳିତ ଭାବରେ ଆକାଉଣ୍ଟକୁ ପହଁଚିବ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme