Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୪୨୧୯ କନଷ୍ଟେବଳଙ୍କ ପଦଭର୍ତ୍ତି ପାଇଁ ପୋଲିସର ପ୍ରତ୍ୟକ୍ଷ ନିଯୁକ୍ତି

Posted on October 25, 2025

ଓଡ଼ିଶାରେ ପୋଲିସ ବିଭାଗ ୪୨୧୯ କନଷ୍ଟେବଳଙ୍କ ପଦଭର୍ତ୍ତି ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି। ରାଜ୍ୟ ସରକାରଙ୍କ ଗୃହ ବିଭାଗର ସୂଚନା ଅନୁସାରେ, ପୋଲିସ ଡି.ଜି. ଏବଂ ଆଇ.ଜି.ଙ୍କୁ ଏକ ଚିଠିରେ ଉପସଚିବ ତରୁଣ କୁମାର ପଣ୍ଡା କହିଛନ୍ତି ଯେ, ନିୟମ ଓ ସାମ୍ବିଧାନିକ ପ୍ରକ୍ରିୟା ଅନୁସରଣ କରି ୪୨୧୯ କନଷ୍ଟେବଳଙ୍କ ପଦବୀ ପୂରଣ କରାଯିବ।

ଜିଏ ଏବଂ ପିଜି ବିଭାଗ ୨୨.୦୯.୨୦୨୫ ତାରିଖରେ ପ୍ରକାଶିତ ପତ୍ର ସଂଖ୍ୟା ୩୨୬୧୫ ଅନୁଯାୟୀ, SOP ଓ ସଂରକ୍ଷଣ ନୀତି ଅନୁସରଣ କରି ନିୟମିତ ପଦଭର୍ତ୍ତି ପ୍ରକ୍ରିୟା ସୁନିଶ୍ଚିତ କରାଯିବ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme