Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

GFS ମଡେଲର ପୂର୍ବାନୁମାନ, ୩୦ରେ ଓଡ଼ିଶା ଛୁଇଁବ ଆଉ ଏକ ବାତ୍ୟା

Posted on October 25, 2025

ବାତ୍ୟାକୁ ନେଇ ବିଦେଶୀ ପାଣିପାଗ ମଡେଲ୍‌ ଜିଏଫ୍‌ଏସ୍‌ ଦେଖାଇଛି ଭିନ୍ନ ଚିତ୍ର । ଏହି ମଡେଲ୍‌ ଅନୁସାରେ ଆସନ୍ତା ୩୦ ତାରିଖରେ ଓଡ଼ିଶା ଉପକୂଳରେ ଆଉ ଏକ ବାତ୍ୟା ମାଡ଼ ହୋଇପାରେ । ସମାନ ତାରିଖରେ ଆରବ ସାଗରରେ ଆଉ ଏକ ବାତ୍ୟା ମହାରାଷ୍ଟ୍ର-ଗୁଜରାଟ ଉପକୂଳ ଛୁଇଁପାରେ ।

ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୨ଟାରେ ଜିଏଫ୍‌ଏସ୍‌ ମଡେଲ୍‌ର ନୂଆ ଅପଡେଟରେ ଏଭଳି ପୂର୍ବାନୁମାନ ଦେଖିବାକୁ ମିଳିଛି । ଜିଏଫ୍‌ଏସ୍‌ ମଡେଲ୍‌ ଅନୁସାରେ ଉତ୍ତର ଆଣ୍ଡାମାନ ସାଗରରେ ଆସନ୍ତା ୨୭ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇ ତ୍ୱରିତ ବେଗରେ ଘନୀଭୂତ ହେବା ଆଶଙ୍କା ଅଛି । ଜିଏଫଏସ୍‌ ଆକଳନ କରିଛ, ଏହା ବାତ୍ୟା ରୂପ ନେବା ସହ ୩୦ ତାରିଖରେ ଓଡ଼ିଶା ଉପକୂଳ ସ୍ଥଳଭାଗରେ ପ୍ରବେଶ କରିପାରେ । ଅବଶ୍ୟ ଅନ୍ୟ କୌଣସି ପାଣିପାଗ ମଡେଲ୍‌ ଏଯାବତ୍‌ ଏଭଳି ପୂର୍ବାନୁମାନ ଦେଖାଇ ନାହାନ୍ତି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ଏହି ସମ୍ଭାବ୍ୟ ବାତ୍ୟା ନେଇ ପୂର୍ବାନୁମାନ ଜାରି କରାଯାଇନାହିଁ ।

 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme