Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କ ପାଇଁ ୪୪ ଓକିଲ

Posted on October 24, 2025

ପୀତବାସ ପଣ୍ଡା ହତ୍ୟା ମାମଲା ନେଇ ନୂଆ ତଥ୍ୟ ଆସିଛି । ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ପକ୍ଷରେ ୪୪ ଜଣ ଓକିଲ କୋର୍ଟରେ ଓକିଲାତିନାମା ଦାଖଲ କରିଛନ୍ତି । ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ସୁଦର୍ଶନ ଜେନା ଆତ୍ମସମର୍ପଣ ପରେ ପଚରାଉଚରା ହେବା ପରେ ଛାଡ଼ ପାଇଛନ୍ତି । ତାଙ୍କୁ ଅନ୍ୟ ତାରିଖରେ ହାଜର ହେବାକୁ ନୋଟିସ ଜାରି ହୋଇଛି ବୋଲି ପୋଲିସ ସୂଚନା ଦେଇଛି ।

ଅନ୍ୟପଟେ, ଜେଲ ଭିତରେ ସୁରକ୍ଷା ଆଶଙ୍କା ଦୃଷ୍ଟିରୁ ପୂର୍ବତନ ମେୟର ଶିବଶଙ୍କର ଦାଶଙ୍କୁ ବ୍ରହ୍ମପୁରରୁ ଫୁଲବାଣୀ କାରାଗାରକୁ ସ୍ଥାନାନ୍ତର କରିବା ପାଇଁ ଜେଲ ଅଧିକାରୀ ଙ୍କ ପକ୍ଷରୁ SDJM କୋର୍ଟରେ ପିଟିସନ ଦାଖଲ ହୋଇଛି ।

ଏହି ମାମଲାରେ ଗିରଫ ସଂଖ୍ୟା ୧୩କୁ ପହଞ୍ଚିଛି । ଗତକାଲି ସୁନୀଲ ହୋତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଏହି ଘଟଣାସହ ଜଡିତ ଜଣେ ପୁରୁଣା ଅପରାଧୀଙ୍କ ଭାଇ ମଧ୍ୟ ପୋଲିସ ସ୍କାନରରେ ରହିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme