Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଗାଧେଇବା କୁ ଆସିଥିବା ଯୁବକଙ୍କ ମୃତ୍ୟୁ

Posted on October 23, 2025


ରାହାମା: ଜଗତସିଂହପୁର ଜିଲ୍ଲା କୃଷ୍ଣାନନ୍ଦପୁର ଥାନା ଅଞ୍ଚଳରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଷଣ୍ଡ ମଣ୍ଡପ କେଉଟ ସାହି ଦିନ ୧୨ ଘଟିକା ସମୟରେ ପାଇକା ନଦୀର କୂଳରେ ୬ ଜଣ ଯୁବକ ଗାଧୋଇ ଥିବା ବେଳେ ପ୍ରଖର ଜଳ ୩ଜଣ ସ୍ରୋତରେ ଭାସି ଯାଇଛନ୍ତି। ୨ଜଣଙ୍କ ମୃତ୍ୟୁ ଘଟିଛି ଅନ୍ୟ ଜଣଙ୍କ ନିଖୋଜ ଅଛନ୍ତି ଘଟଣା ସ୍ଥଳରେ କୃଷ୍ଣାନନ୍ଦପୁର ପୋଲିସ ଓ ତିର୍ତ୍ତୋଲ,ରଘୁନାଥ ପୁର ଅଗ୍ନିଶମ ଅଧିକାରୀ, ଓଡ୍ରାଫ ଟିମ ପହଞ୍ଚି ୨ଟି ବୋଟ ସାହାଯ୍ୟ ଖୋଜା ଖୋଜି ଚାଲୁ ରହିଛି।ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି ପରେ ରଘୁନାଥ ପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ହେଲେ ଶିଶର ବେହେରା ୧୨, ଅମନଜିତ ମଲ୍ଲିକ ୧୩ ଅଟେ ଅନ୍ୟ ଜଣ ହେଲେ ସୌରଭ ମଲ୍ଲିକ ୧୩ ନିଖୋଜ ଅଛନ୍ତି ରାତ୍ରି ହେବା ରୁ ଉଦ୍ଧାର କାର୍ଯ୍ୟ ବାଧା ପ୍ରାପ୍ତ ହେଇଛି। ଏନେଇ କୃଷ୍ଣାନନ୍ଦ ପୁର ଥାନାରେ ଅପମୁର୍ତ୍ୟୁ ମାମଲା କେଶ ନମ୍ବର ୩/୨୫ ରୁଜୁ କରାଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme