Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଯୋଡ଼ାରେ ମାତିଛି ମାଙ୍କଡଙ୍କ ଆତଙ୍କ, ୭ଜଣ ଆହତ

Posted on October 20, 2025

କେନ୍ଦୁଝର ଜିଲ୍ଲା ଯୋଡ଼ାରେ ମାଙ୍କଡ ଆତଙ୍କ । ମାଙ୍କଡ କାମୁଡାରେ ସାତ ଆହତ । ଗତକାଲି ଠାରୁ ଏକ ମାଙ୍କଡ ଯୋଡ଼ାରେ ଆତଙ୍କ ଜାରି ରଖିଛି । ମାଙ୍କଡଟି ଘରେ ପଶି ଯାହାକୁ ପାଉଛି ତାକୁ କାମୁଡ଼ି ଆହତ କରୁଥିବା ବେଳେ ମାଙ୍କଡକୁ ନେଇ ଯୋଡ଼ାରେ ଆତଙ୍କ ଦେଖାଦେଇଛି । ଗତକାଲି ସନ୍ଧ୍ୟାରେ ଦଲକ ହାଟି୍ଙ୍ଗରେ ମାଙ୍କଡଟି ପାଞ୍ଚ ଜଣକୁ କାମୁଡ଼ି ଆହତ କରିଥିବା ବେଳେ ଆଜି ସକାଳୁ ଦୁଇ ଜଣଙ୍କୁ କାମୁଡ଼ି ସାରିଲାଣି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ମାଙ୍କଡକୁ ଧରି ବନବିଭାଗ ଜଙ୍ଗଲରେ ଛାଡିବାକୁ ଦାବି କରିଛନ୍ତି ଲୋକେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme