Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କାର୍ତ୍ତିକ ସୋମବାରରେ ଆଖଣ୍ଡଳମଣି ପୀଠରେ ଭକ୍ତଙ୍କ ଭିଡ଼, ଆଜି ଉଠିବ ମହାଦୀପ

Posted on October 20, 2025

ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର ଓ ଦୀପାବଳି ଅମାବାସ୍ୟା ହେବାରୁ ଭଦ୍ରକ ଜିଲ୍ଲାର ଆରଡ଼ି ଆଖଣ୍ଡଳମଣି ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଭକ୍ତମାନେ ବାବାଙ୍କ ଦର୍ଶନ ଓ ପୂଜା-ଅର୍ଚ୍ଚନା ପାଇଁ ପୀଠକୁ ଭିଡ଼ିଛନ୍ତି।

କାର୍ତ୍ତିକ ମାସ ହୋଇଥିବାରୁ ପୀଠ ପରିସର ନାମସଂକୀର୍ତ୍ତନରେ ମୁଗ୍ଧ ହୋଇଯାଇଛି । ଏହି ମାସ ତମାମ ଦିନ ବାବା ଆଖଣ୍ଡଳମଣି ପଞ୍ଚାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।

ଦୀପାବଳି ଅମାବାସ୍ୟା ଅବସରରେ ଆଜି ରାତି ୯ଟାରେ ପୁରାତନ ପରମ୍ପରା ଅନୁସାରେ ମନ୍ଦିର ଚୂଡ଼ାରେ ଉଠିବ ମହାଦୀପ । ବର୍ଷରେ ଦୁଇଥର ମାତ୍ର ଉଠୁଥିବା ଏହି ମହାଦୀପ ଦର୍ଶନ ପାଇଁ ଚାରିଆଡ଼ୁ ଭକ୍ତମାନେ ଆସି ଭକ୍ତିଭାବରେ ମେଳାଣି ହୋଇଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme