Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପୀତବାସ ପଣ୍ଡା ହତ୍ୟା ମାମଲା: ୭ ଜଣଙ୍କୁ ଚାଲିଛି ଜେରା

Posted on October 18, 2025

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ତଦନ୍ତ ଗତି ବଢିଛି। ବ୍ରହ୍ମପୁର ପୋଲିସ ଏବେ ୭ ଜଣ ସନ୍ଦେହଭାଜନଙ୍କୁ ଜେରା କରୁଛି। ଗତକାଲି ୧୧ ଜଣଙ୍କୁ ଜେରା କରାଯାଇଥିଲା, ଯେଉଁଥିରୁ ୪ ଜଣଙ୍କୁ ରାତିରେ ଛାଡିଦିଆଯାଇଛି।

ପୋଲିସ ରିଜର୍ଭ କାର୍ଯ୍ୟାଳୟରେ ଚାଲୁଥିବା ଏହି ଜେରାରେ ବିହାରରୁ ଆଣାଯାଇଥିବା ୩ ଅଭିଯୁକ୍ତ ସହିତ ଅନ୍ୟ ରାଜ୍ୟର କିଛି ବ୍ୟକ୍ତି ମଧ୍ୟ ଅଛନ୍ତି। ଦିଲ୍ଲୀ, ପଶ୍ଚିମ ବଙ୍ଗ ଓ ଆନ୍ଧ୍ରପ୍ରଦେଶରୁ ମଧ୍ୟ ସନ୍ଦେହରେ ଅନେକଙ୍କୁ ଆଣିଛି ପୋଲିସ।

ତଦନ୍ତ ସମୟରେ ଏକ UPI ଲିଙ୍କ ମାଧ୍ୟମରେ ବିହାରୀ ଅଭିଯୁକ୍ତଙ୍କ ସନ୍ଦେହ ଜୋରଦାର ହୋଇଥିଲା। ହତ୍ୟା ପୂର୍ବରୁ ସେ ଜଣେ ବିହାରୀ ନିଜ ଘରକୁ ରିଚାର୍ଜ ଦୋକାନ ମାଧ୍ୟମରେ ଟଙ୍କା ପଠାଇଥିଲେ, ଯାହା ଆଧାରରେ ପୋଲିସ ବିହାରରେ ଛାପା ମାରିଥିଲା।

ପୋଲିସ ଏବେ ମାଷ୍ଟରମାଇଣ୍ଡ ନିକଟକୁ ପହଞ୍ଚିବା ପାଇଁ ତିବ୍ର ଜେରା ଜାରି ରଖିଛି। ଜେରା ପରେ ଯେଉଁମାନଙ୍କ ହତ୍ୟାକାଣ୍ଡ ସହ ସମ୍ପୃକ୍ତି ଜଣାପଡିବ, ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme