Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଫେରିଗଲା ମୌସୁମୀ, ୨୪ରେ ଘୂର୍ଣ୍ଣିବଳୟ ସମ୍ଭାବନା

Posted on October 17, 2025

ସାରା  ଦେଶରୁ ବିଦାୟ ନେଇଛି ଦକ୍ଷିଣ ପଶ୍ଚିମ  ମୌସୁମୀ ବାୟୁ । ବର୍ତ୍ତମାନ ଓଡ଼ିଶାରେ  ଆଉ ବିଶେଷ ବର୍ଷା ସମ୍ଭାବନା ନାହିଁ ।  ଆସନ୍ତା ୨୪ ତାରିଖବେଳକୁ ଦକ୍ଷିଣ- ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ  ସୃଷ୍ଟି ହେବା ସମ୍ଭାବନା ଅଛି । ଏହା  ଘନୀଭୂତ ହୋଇ ଅବପାତ ରୂପ  ନେଇପାରେ । ମାତ୍ର ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବା ସମ୍ଭାବନା  ଦେଖାଯାଉନି । ସମ୍ଭାବ୍ୟ ଲଘୁଚାପ  ତାମିଲନାଡ଼ୁ, ଆନ୍ଧ୍ରରେ ବର୍ଷା କରିପାରେ ।  

ପାଣିପାଗ ବିଭାଗର ଆକଳନ ଅନୁସାରେ  ଆସନ୍ତା ଦୁଇଦିନ ପାଗ ସମ୍ପୂର୍ଣ୍ଣ ଶୁଖିଲା  ରହିବ । ତା’ପରେ କାଁ ଭାଁ ଘଡ଼ଘଡ଼ି  ସହ ବର୍ଷା ହୋଇପାରେ । ମାତ୍ର ପ୍ରାୟତଃ  ପାଗ ଶୁଖିଲା ରହିବା ସମ୍ଭାବନା ଅଛି ।  ତେବେ ଆସନ୍ତା ୬ ଦିନ ପର୍ଯ୍ୟନ୍ତ ରାତି  ତାପମାତ୍ରାରେ ବିଶେଷ ପରିବର୍ତ୍ତନ  ସମ୍ଭାବନା ନାହିଁ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବାହାଘର ଅଧାରୁ ତଡ଼ା ଖାଇଲେ ବର-କନ୍ୟା
  • ଟ୍ରକ୍ ସହ ଧକ୍କା ହେଲା ସ୍କୁଟି, ଦୁଇ ମହିଳା ଆହତ
  • ହାତୀ ଛୁଆକୁ ନେଉନି ମାଆ, ମଣିଷ ଛୁଇଁଥିବା ଭାବି ଦଳକୁ ଫେରିପାରୁନି ହାତୀ ଛୁଆ
  • ଅଧିବେଶନ ପୂର୍ବରୁ ମୋଦୀ କହିଲେ, ‘ଏହା ବିଜୟର ଅହଙ୍କାର କିମ୍ବା ନାଟକ କରିବାର ସ୍ଥାନ ନୁହେଁ’
  • କମିବ ଥଣ୍ଡାର ପ୍ରକୋପ; ଆଗାମୀ ୪ଦିନ ବଢିବ ରାତି ତାପମାତ୍ରା

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (284)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (60)
  • ରାଜ୍ୟ (906)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme