Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

LOCରେ ଗୁଳିବିନିମୟ: ସେନା ଓ ଆତଙ୍କୀ ମୁହାଁମୁହିଁ

Posted on October 14, 2025

ଜମ୍ମୁ କାଶ୍ମୀରର କୁପୱାଡା ସେକ୍ଟରରେ ଅନୁପ୍ରବେଶକୁ ରୋକିବାକୁ ସେନା ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଗତକାଲି ସନ୍ଧ୍ୟାରେ LOC ନିକଟରେ ସନ୍ଦେହଜନକ ଗତିବିଧି ଦେଖି ସେନା ଫାୟାରିଂ କରିଥିଲା। ମାଚିଲ ଓ ଦୁଦନିଆଲ ଅଞ୍ଚଳରେ ଲୁଚି ରହିଥିବା ଅନୁପ୍ରବେଶକାରୀମାନେ ପାଲଟା ଗୁଳି ଚଳାଇଥିଲେ। ସେଥିପାଇଁ ଅଞ୍ଚଳରେ ବିସ୍ଫୋରଣ ଶଣିବାକୁ ମିଳିଥିଲା। ସେନା ତୁରନ୍ତ ଅଞ୍ଚଳକୁ ଘେରାଇ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ବରିଷ୍ଠ ଅଧିକାରୀଙ୍କ ଅନୁସାରେ ଅପରେସନ ଜାରି ରହିଛି ଏବଂ ସ୍ଥିତି ଉପରେ କଡା ନଜର ରଖାଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme