Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଗୁଣପୁରର ସାର୍ବଜନୀନ ସ୍ଥାନରେ ମଦ୍ୟପାନ ନେଇ ଉପଜିଲ୍ଲାପାଳଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ

Posted on October 13, 2025

ଗୁଣପୁର ସବଡିଭିଜନର ସେଫାଳି ପାହାଡ଼ କେନ୍ଦୁଗୁଡ଼ା ଡ୍ୟାମ୍, ବ୍ଲକ କଲୋନି, ମା ମାଣିକେଶ୍ୱରୀ ମନ୍ଦିର ଓ ଆଖପାଖ ଅଞ୍ଚଳରେ ମଦ୍ୟପାନ ଏବଂ ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନ ଓ ଅଶାନ୍ତିଜନକ ଆଚରଣ ହେଉଥିବା ଅଭିଯୋଗ ପରେ ଗୁଣପୁର ଉପଜିଲ୍ଲାପାଳ ଅଭିଷେକ ଦୁଧାଲ ଦୃଢ କାର୍ଯ୍ୟାନୁଷ୍ଠାନ ପଦକ୍ଷେପ ନିଇଛନ୍ତି।

ଉପଜିଲ୍ଲାପାଳଙ୍କ ନିର୍ଦେଶାନୁସାରେ ଥାନା, ତହସିଲଦାର ଓ ପୋଲିସ ଅଧିକାରୀମାନେ ସମ୍ପୃକ୍ତ ସ୍ଥାନଗୁଡ଼ିକୁ ନିରୀକ୍ଷଣ କରିଛନ୍ତି। ଏହାର ଲକ୍ଷ୍ୟ ମହିଳା ଓ ପରିବାର ସୁରକ୍ଷା ଓ ସାର୍ବଜନୀନ ଶୃଙ୍ଖଳା ବଜାୟ ରଖିବା। ପଦକ୍ଷେପ ସାର୍ବଜନୀନ ଭାବନା ଓ ଧାର୍ମିକ ବିଶ୍ୱାସର ସୁରକ୍ଷା ପାଇଁ ଗ୍ରହଣ କରାଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme