“ୟେ ଦୋସ୍ତି ହମ୍ ନେହିଁ ତୋଡେଙ୍ଗେ” ଶୋଲେର ଜୟ ଏବଂ ବୀରୁଙ୍କ ବନ୍ଧୁତା ଉପରେ ଆଧାରିତ ଏହି ଗୀତଟି ରୁଷିଆ ଏବଂ ଭାରତ ପାଇଁ ଉପଯୁକ୍ତ। ଭାରତ ନିସନ୍ଦେହରେ ଆମେରିକାର ଚାପରେ ରୁଷିଆରୁ ତେଲ କ୍ରୟ ହ୍ରାସ କରିଛି କିମ୍ବା ବନ୍ଦ କରିଦେଇଛି। ହେଲେ…
Month: February 2026
ଓଡ଼ିଶା ପାଇଁ ଗୌରବ ଆଣିଲେ ଏନସିସି ଶିକ୍ଷୟିତ୍ରୀ ସୁପ୍ରଭା ନାୟକ…
ସାଧାରଣତନ୍ତ୍ର ଦିବସ ଜାନୁଆରୀ ୨୬ ଦିଲ୍ଲୀ କର୍ତ୍ତବ୍ୟ ପଥରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୩ ହଜାର ଏନସିସି ଛାତ୍ରଛାତ୍ରୀମାନେ ପ୍ୟାରେଡରେ ଅଂଶଗ୍ରହଣ କରିଥିଲେ । ଏହି ପ୍ୟାରେଡରେ ଅଂଶ ଗ୍ରହଣ କରିବା ପାଇଁ ନବରଙ୍ଗପୁରରେ ପୂର୍ବ ପ୍ରସ୍ତୁତି କରାଯାଇଥିଲା । ସେଠାରେ ସାରା ଓଡ଼ିଶାରୁ…
ନାବାଳିକାକୁ ବଳାତ୍କାର ଅଭିଯୋଗ; ଖେଳ ପଡିଆରୁ ଟେକି ନେଇ…
ଜଣେ ୧୪ ବର୍ଷୀୟା ନାବାଳିକାକୁ ବଳାତ୍କାର ଅଭିଯୋଗରେ ଦେବଗଡ ଥାନା ପୋଲିସ ସୋମବାର ଖୁଂଟିଆପାଲି ଗ୍ରାମର ଗୌରହରୀ ବିଶ୍ୱାଳ(୫୯) ନାମକ ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାତ୍ର ଅଦାଲତରେ ଜାମିନ ଆବେଦନ ଖାରଜ ହେବାରୁ ତାକୁ ଜେଲ ହାଜତକୁ…
କାନ୍ଥ ତାଡି ଲୁଟିନେଲେ କୋଟିଏ ଟଙ୍କାର ଅଳଙ୍କାର
କାନ୍ଥ ତାଡି ଲୁଟିନେଲେ କୋଟିଏ ଟଙ୍କାର ଅଳଙ୍କାର । ବାଲେଶ୍ଵର ଜିଲ୍ଲା ସୋର ଥାନା କେଶରୀପୁର ଫଟାଅର୍ଜୁନ ଛକ ସ୍ଥିତ ନୀଳମଣି ଜୁଏଲାରିରୁ ଲୁଟ୍ । ଗତକାଲି ଦୋକାନ ବନ୍ଦ କରି ମାଲିକ ଘରକୁ ଯାଇଥିବା ବେଳେ କାନ୍ଥ ତାଡି ୫୦୦ ଗ୍ରାମ ସୁନା…
ଉମରକୋଟ ସଂଗ୍ରାମ ମଞ୍ଚର ବନ୍ଦ ଡାକରା
ଉମରକୋଟ ସଂଗ୍ରାମ ମଞ୍ଚର ବନ୍ଦ ଡାକରା। ଧାନ ମଣ୍ଡି, ମକା ଅଭାବୀ ବିକ୍ରି ଭଳି ବିଭିନ୍ନ ସମସ୍ୟା ପାଇଁ ବନ୍ଦ ଡାକରା ଦେଇଛି ଉମରକୋଟ ସଂଗ୍ରାମ ମଞ୍ଚ । ଉମରକୋଟ, ରାଇଘର, ଝରିଗାଁ ଏବଂ ଚାନ୍ଦାହାଣ୍ଡି ବ୍ଲକରେ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ…
