ବହୁ ପ୍ରତିକ୍ଷୀତ ଫିଲ୍ମ ‘ଓ ରୋମିଓ’ ଆଜି ରିଲିଜ୍ ହୋଇଛି । ଯେଉଁଥିରେ ଶାହିଦ କପୁର, ତୃପ୍ତି ଡିମରି, ଅଭିନାଶ ତିୱାରୀ, ନାନା ପାଟେକର, ଫରିଦା ଜଲାଲ, ଦିଶା ପଟାନି ଏବଂ ତମନ୍ନା ଭାଟିଆଙ୍କୁ ପ୍ରମୁଖ ଭୂମିକାରେ ଅଭିନୟ କରୁଥିବା ନଜର ଆସିଛନ୍ତି ।…
Day: February 13, 2026
କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର
ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର… ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୫,୭୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୨,୮୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ…
ସମ୍ପର୍କରେ ମଧୁରତା ଭରେ ଚୁମ୍ୱନ ; ଆଜି କିସ୍ ଡେ’
ଗତକାଲି ରାଜଧାନୀର ବିଭିନ୍ନ ସ୍ଥାନରେ ହଗ୍ ଡେ(ଆଲିଙ୍ଗନ ଦିବସ)କୁ ନେଇ ଦେଖିବାକୁ ମିଳିଥିଲା ଏକ ସକାରାତ୍ମକ ଉତ୍ସାହ । ଜୀବନର ଭିଡ଼ ଭିତରେ ମଣିଷ ଯେଉଁଠି କଥା କହିବାକୁ ସମୟ ପାଉନାହିଁ, ସେଠି ଏକ ସରଳ ଆଲିଙ୍ଗନ ମାଧ୍ୟମରେ ଭାବନା ପ୍ରକାଶ କରୁଥିବାର ଦେଖାଯାଇଛି…
ବିଶ୍ୱ ରେଡିଓ ଦିବସ : ଆଜି ବି ବୟସ୍କମାନେ ରେଡିଓ ପ୍ରେମରେ ପାଗଳ
ଆଜି ବିଶ୍ୱ ରେଡିଓ ଦିବସ। ରେଡିଓ ଖୋଲିବା ମାତ୍ରେ ପ୍ରଥମେ ଶୁଭୁଥିଲା ବନ୍ଦେ ମାତରମ୍… । ସକାଳ ତାଜା ହୋଇଯାଉଥିଲା । କପେ ଚା, ଖବରକାଗଜ ଓ ହାତରେ ଥିଲା ଏକ ରେଡିଓ । ଦେଶବିଦେଶର ଟିକିନିଖି ଖବର ଶୁଣି ଯିଏ ଯେଉଁଆଡ଼େ ବାହାରି ଯାଉଥିଲେ । କେବଳ…
ମଝି ରାସ୍ତାରେ ଜଳିଗଲା କାର୍, ଅଳ୍ପକେ ବର୍ତ୍ତିଲେ ଚାଳକ
ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଷୋହଳ ନମ୍ବର ଜାତୀୟ ରାଜପଥର ସଙ୍କାରିଢିଅ ଫ୍ଲାଏ ଓଭର ବ୍ରିଜ ଉପରେ ଦୁର୍ଘଟଣା । ଏକ ଚଳନ୍ତା କାରରେ ନିଆଁ ଲାଗିଯାଇଛି । ତେବେ ଚାଳକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମିଳିଥିବା…
ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଚଳିତ ବର୍ଷ ନାମଲେଖା ଆଗୁଆ
ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଚଳିତ ବର୍ଷ ନାମଲେଖା ଆଗୁଆ କରାଯିବ। ଜୁଲାଇ ମାସ ଦ୍ୱିତୀୟ ସପ୍ତାହରୁ ଶିକ୍ଷାଦାନ ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ଯୋଜନା ପ୍ରସ୍ତୁତ କରିଛି। ଏହାକୁ ଦୃଷ୍ଟିରେ ରଖି ସ୍ନାତକୋତ୍ତର ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା (ସିପିଇଟି)କୁ…
କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଗୁରୁତର; ମସ୍ତିସ୍କାଘାତ ଯୋଗୁ…
କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଗୁରୁତର । ତାଙ୍କୁ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମସ୍ତିସ୍କାଘାତ ଯୋଗୁ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି । ଗତକାଲି ସନ୍ଧ୍ୟାରେ ଅତିଥି ଭାବେ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ…
ବାହାନଗାରେ ବସ୍ ଦୁର୍ଘଟଣା; ପୋଲରେ ଝୁଲି ରହିଲା ବସ୍
ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ବଜାର ଉପରେ ତୀର୍ଥ ଯାତ୍ରୀ ବସ ଦୁର୍ଘଟଣା l ଆଜି ଭୋର ସମୟରେ ପଶ୍ଚିମବଙ୍ଗରୁ ଆନ୍ଧ୍ରକୁ ଏକ ତୀର୍ଥ ଯାତ୍ରୀ ବସ ଯାଉଥିଲା l ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ବ୍ରିଜ ଉପରକୁ…
