Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Month: January 2026

ଠକେଇ ଅଭିଯୋଗରେ ୩ ଅଟକ

Posted on January 20, 2026

ସାଇବର ଠକେଇ ମାମଲାରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ ଚଢାଉ । ଗତକାଲି ମଧ୍ୟରାତ୍ରିରେ ଧର୍ମଶାଳା ଥାନା ପୋବଳ ଗାଁରେ କଟକ କ୍ରାଇମବ୍ରାଞ୍ଚ ଟିମ ଓ ଧର୍ମଶାଳା ପୁଲିସ ମିଳିତ ରେଡ କରିଛନ୍ତି ।  ଆର୍ଥିକ କାରବାର ନେଇ ପୋବଳ ଗାଁର ସରୋଜ…

୨୬ରୁ ଆଦିବାସୀ ମେଳା

Posted on January 20, 2026

ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା ପାଇଁ ପ୍ରସ୍ତୁତି ଚାଲିଛି । କେଉଁଠି ଚାଳ ଘର ଛପର ହେଲାଣି ତ ଆଉ କେଉଁ ଘର ନାଲି ମାଟିରେ ଲିପାହେଲାଣି । ଏଭଳି ଆଦିବାସୀ ଗାଁର ମନୋରମ ଦୃଶ୍ୟ ଦେଖିବାକୁ ମିଳିଲାଣି । ଜାନୁଆରୀ ୨୬ରୁ…

୧୬ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା

Posted on January 20, 2026

ଏପ୍ରିଲରୁ ୧୬ରୁ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଜନଗଣନା। ଏପ୍ରିଲ ୧୬ ରୁ ମେ ୧୫ ଯାଏଁ ଚାଲିବ ଜନଗଣନା। ୩୦ ଦିନ ଧରି ପ୍ରଥମ ପର୍ଯ୍ୟାୟରେ ଘର ଗଣନା କରାଯିବ। ଏନେଇ ଜନଗଣନା ନେଇ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ପ୍ରକାଶ ପାଇଛି…

ବିଜେପିର ନୂଆ ଅଧ୍ୟକ୍ଷ ହେଲେ ନୀତିନ ନବୀନ: ସବୁଠାରୁ କମ୍ ବୟସରେ ସମ୍ଭାଳିବେ ବଡ଼ ଦାୟିତ୍ୱ

Posted on January 20, 2026

ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ନୀତିନ ନବୀନ । ବିଜେପିର ଦ୍ବାଦଶ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଆନୁଷ୍ଠାନିକ ଘୋଷଣା ପରେ ଦଳୀୟ ମୁଖ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ…

୪୨ ତମ ଭାଗବତ ପାରାୟଣ ଉଦଯାପିତ। ଏହାସହ ୬୫ ହଜାର ଟଙ୍କାର ଆଜ୍ଞାମାଳ ଓ ଲଡୁନିଲାମ…

Posted on January 20, 2026

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଗ୍ରାମ ଅଳକାପାଟଣା ସାହି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ୪୨ ତମ ଭାଗବତ ପାରାୟଣ ଅନୁଷ୍ଠିତ ହୋଇଯାଇଛି। ଦିର୍ଘ ୭ ଦିନ ଧରି ଚାଲୁଥିବା ଏହି କାର୍ଯ୍ୟକ୍ରମ ଚାଲୁରହିଥିଲା। ୧୨ ତାରିଖ ଠାରୁ ଆରମ୍ଭକରି ଗ୍ରାମରେ ଏକ ଆଧ୍ୟାତ୍ମିକ…

ଦୁଇ ବ୍ରାଉନ ସୁଗାର ବେପାରୀଙ୍କୁ ମାଡ଼ି ବସିଲା ଅନୁଗୁଳ ପୋଲିସ

Posted on January 20, 2026

ଅନୁଗୁଳ ର ଦୁଇ ବ୍ରାଉନ ସୁଗାରି ବେପାରୀଙ୍କୁ ମାଡ଼ି ବସିଲା ପୋଲିସ ମଧ୍ୟାହ୍ନ ରୁ ଚାଲିଛି ରେଡ।ଭଡା ଘରେ ଚାଲିଥିଲା ଧଳା ଜହର ବେପାର । ହାତୀଶାଳ ପଡ଼ା ନିକଟରେ ଭଡ଼ା ଘରେ ଚାଲିଥିଲା ବ୍ରାଉନ ସୁଗାର ବେପାର।ସ୍ପେଶିଆଲ ସ୍କୁଆଡ଼ ସହ ପୋଲିସର ମିଳିତ…

କ୍ରିକେଟ ଖେଳପରେ ବ୍ୟାଟରେ ପିଟିବାରୁ ଫାଟିଲା ମୁଣ୍ଡ ।

Posted on January 20, 2026

କ୍ରିକେଟ ଖେଳକୁ କେନ୍ଦ୍ରକରି ବ୍ୟାଟ ପ୍ରହାରରେ ଖେଳାଳିଙ୍କ ଫାଟିଲା ମୁଣ୍ଡ । ଘଟଣାଟି ଘଟିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୂଷଳ ପଞ୍ଚାୟତରେ ଥିବା ସାଇରାମପୂର ଗ୍ରାମରେ ।ଗ୍ରାମ ପଡ଼ିଆରେ ଚାଲିଥିବା ଫାଇନାଲ କ୍ରିକେଟ ମ୍ୟାଚରେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ…

ରାସ୍ତା ଅଭାବରୁ ଯମ ଯନ୍ତ୍ରଣା, ଦୋଳାରେ ବୁହା ହେଲେ ଗୁରୁତର ଯୁବକ

Posted on January 20, 2026

ପୁଣି ରାସ୍ତା ଅଭାବରୁ ଯମ ଯନ୍ତ୍ରଣା । ଦୋଳାରେ ବୁହା ହେଲେ ଗୁରୁତର ଯୁବକ। ପ୍ରାୟ ୫କିମି ପର୍ଯ୍ୟନ୍ତ ବୁହା ହୋଇ ଡାକ୍ତରଖାନା ଗଲେ ଗୁରୁତର ଯୁବକ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ ବୁରାତାଲ ପଂଚାୟତର ବଡ଼ ଆଞ୍ଚୂପା…

ବିଜାପୁରରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ନିହତ

Posted on January 20, 2026

ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ହାର୍ଡକୋର ମାଓବାଦୀ ନିହତ। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସୂଚନା ଅନୁଯାୟୀ, ଇନ୍ଦ୍ରାବତୀ ନ୍ୟାସନାଲ ପାର୍କ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ…

ଭୁବନେଶ୍ୱର ୧ ନଂ ହାଟରେ ଅଗ୍ନିକାଣ୍ଡ ଘଟଣା

Posted on January 20, 2026

ଭୁବନେଶ୍ବର ୧ ନମ୍ବର ହାଟରେ ସ୍ଥିତି ଅନୁଧ୍ୟାନ କଲେ ବିଏମସି ମେୟର ଓ କମିଶନର । କିଛି ଦୋକାନୀ ନିୟମ ମାନୁନାହାନ୍ତି ବୋଲି କହିଛନ୍ତି ବିଏମସି ମେୟର ସୁଲୋଚନା ଦାସ । ପ୍ଲାଷ୍ଟିକ୍ ଓ ଦହନଶୀଳ ସାମଗ୍ରୀ ଯୋଗୁ ନିଆଁ ଜୋରରେ ଲାଗିଥିଲା ।…

Posts pagination

Previous 1 … 14 15 16 … 43 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec   Feb »

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme