ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୩,୭୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…
Day: January 18, 2026
ମହିଳାଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ବରଗଡ଼ ସହର ହାଟପଦା ଉମା ଟକିଜ୍ ନିକଟରେ ମୃତଦେହ ଠାବ ହୋଇଛି । ହତ୍ୟା କି ଆତ୍ମହତ୍ୟା ଜଣାପଡିନାହିଁ। ମୃତକ ହେଲେ ଦ୍ରୌପଦୀ ମହାପାତ୍ର । ମହିଳା ଜଣକ ଘରେ ଏକୁଟିଆ ରହୁଥିଲେ । ଘରେ ଏକ…
ଟ୍ରେନ୍ ଟ୍ରାକ୍ରେ ମଦୁଆର ହାଇଡ୍ରାମା, ଅଟକାଇ ଦେଲା ଟ୍ରେନ୍
ଟ୍ରେନ୍ ଟ୍ରାକ୍ରେ ମଦୁଆର ହାଇଡ୍ରାମା। ରାଜମହଲ ଛକ ନିକଟରେ ଟ୍ରେନ୍କୁ ଅଟକାଇ ଦେଲା । ଫାଳିକିଆ ବସ୍ତିରେ ରହୁଥିବା ଜଣେ ମଦ୍ୟପ ଏପରି କାଣ୍ଡ ଭିଆଇଛି। ତେବେ ଯୁବକ ଜଣକ ଟ୍ରେନ ଅଟକାଇବା ସହ ଟ୍ରେନ୍ ଲାଇନରେ ଶୋଇବା ଦେଖିବାକୁ ମିଳିଛି। ଖବରପାଇ ଘଟଣାସ୍ଥଳରେ…
ବୁଧବାର ମହାପ୍ରଭୁଙ୍କ ପଦ୍ମ ବେଶ, କେଶର ମଧ୍ୟରେ ଶୋଭା ପାଇବେ ଶ୍ରୀମୁଖ
ଆସନ୍ତା ୨୧ ତାରିଖ ବୁଧବାର ମହାପ୍ରଭୁଙ୍କ ପଦ୍ମ ବେଶ । ଏଣୁ ଦୟଣାମାଳି ସେବକ ବସନ୍ତ କୁମାର ରଣା ଓ ସହଯୋଗୀ ମିଶି ଠାକୁରଙ୍କ ବେଶ ପ୍ରସ୍ତୁତ କରୁଛନ୍ତି । ଶ୍ରୀମୁଖ ପଦ୍ମ, କରପଲ୍ଲଭ, ହଂସ, ଗଛ, ଡାଳିଲତା ଆଦି ବେଶ ସାମଗ୍ରୀ ତିଆରି…
ଆକ୍ସନ୍ ମୋଡ୍ରେ ଅନୁଗୁଳ ପୁଲିସ, ୬୦ କେଜି ବମ ସହ ବିସ୍ଫୋରକ ସାମଗ୍ରୀ ଜବତ
ବମ ଖାଇ ହାତୀ ମୁତ୍ୟୁ ଘଟଣା ପରେ ପୁଲିସର କଡା ଆକ୍ସନ। ୬୦ କେଜି ଓଜନର ବମ ସହ ବିସ୍ଫୋରକ ସାମଗ୍ରୀ ଜବତ କଲା ଅନୁଗୁଳ ପୁଲିସ। ଅନୁଗୁଳ ଜିଲ୍ଲାରେ ବେଆଇନ ବାଣ ଦୋକାନ ଉପରେ ଚଢ଼ାଉ କରିଛି ପୁଲିସ। ବହୁ ପରିମାଣର ବିସ୍ଫୋରଣ ସାମଗ୍ରୀ…
୨୫ରେ ମାଘ ସପ୍ତମୀ ବୁଡ଼: ଅର୍କକ୍ଷେତ୍ରକୁ ଛୁଟି ଆସିବେ ଶ୍ରଦ୍ଧାଳୁ, ଜଗିବେ ୩୪ ପ୍ଲାଟୁନ୍ ଫୋର୍ସ
ଆସନ୍ତା ୨୫ରେ ପବିତ୍ର ମାଘ ସପ୍ତମୀ ବୁଡ଼ । ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଛୁଟି ଆସିବେ ଅର୍କକ୍ଷେତ୍ର କୋଣାର୍କକୁ । ଏଥିନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟ ଆଗେଇ ଚାଲିଛି । ମେଳା ପଡ଼ିଆରେ ସଫେଇ, ପାଚେରି ରଙ୍ଗ, ବ୍ୟାରିକେଡ୍…
ରାତି ୮ଟା ୩ ମିନିଟ୍, ୭ ସେକେଣ୍ଡରେ ଶ୍ମଶାନରେ ପରିଣତ ହେବ ଜନବସତି
୧୨ ଅଗଷ୍ଟ ୨୦୨୬, ରାତି ୮ଟା ୩ ମିନିଟ୍ । ୭ ସେକେଣ୍ଡ ପାଇଁ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯିବ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି । ଆଉ ତା’ ପରେ ଯାହା ହବ, ବଞ୍ଚିଥିଲେ ନିଶ୍ଚିତ ଦେଖିବେ । ଏଇ ୭ ସେକେଣ୍ଡରେ କ’ଣ…
ବିଶ୍ୱର ସବୁଠୁ ବଡ଼ ଶିବଲିଙ୍ଗ, ବାରାଣସୀ-ଅଯୋଧ୍ୟା ପଣ୍ଡିତଙ୍କ ଦ୍ୱାରା ସ୍ଥାପିତ
ବିହାର, ମୋତିହାରୀର କାଥ୍ୱଲିଆ ସ୍ଥିତ ବିରାଟ ରାମାୟଣ ମନ୍ଦିରରେ ଶନିବାର ସ୍ଥାପିତ ହୋଇଛି ବିଶ୍ୱର ସବୁଠୁ ବଡ଼ ଶିବଲିଙ୍ଗ । ବାରାଣସୀ ଓ ଅଯୋଧ୍ୟାରୁ ଆସିଥିବା ପଣ୍ଡିତମାନେ ମନ୍ତ୍ରୋଚ୍ଚାରଣ ଓ ପୂଜାର୍ଚ୍ଚନା କଲେ । ହର ହର ମହାଦେବ ଉଚ୍ଚାରଣ ସହିତ ସହସ୍ରାଲିଙ୍ଗମ୍ ଶିବଲିଙ୍ଗ…
ପୁଣି ଉପରମୁହାଁ ବାୟୁ ପ୍ରଦୂଷଣ, ଗ୍ରାପ୍-୪ ଲାଗୁ, ସମସ୍ତ ନିର୍ମାଣ କାମ ବନ୍ଦ
ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ପୁଣି ଉପରମୁହାଁ ହୋଇଛି । ଏହାଯୋଗୁ ଶନିବାର ଗ୍ରାପ୍-୪ ଲାଗୁ କରାଯାଇଛି । ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ରବିବାର ସକାଳ ୬ଟାରେ ୪୦୦ ରେକର୍ଡ କରାଯାଇଛି । ଗ୍ରାପ-୪ ଅନୁସାରେ, ଅନ୍ୟ ରାଜ୍ୟରୁ ଆସୁଥିବା ଭାରୀ ଯାନଗୁଡ଼ିକ…
ସାଇବର ଠକେଇର ଶିକାର ହୋଇଥିଲେ ଫେରସ୍ତ ପାଇବେ ଟଙ୍କା, ଫ୍ରିଜ୍ ହୋଇଥିବା ଆକାଉଣ୍ଟ ୯୦ ଦିନରେ ରିଲିଜ୍
ଯଦି ଆପଣ ସାଇବର ଠକେଇର ଶିକାର ହୋଇଛନ୍ତି, ତେବେ ଆପଣଙ୍କୁ ଆପଣଙ୍କ ଟଙ୍କା ଫେରି ପାଇବାକୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଗୃହ ମନ୍ତ୍ରଣାଳୟ ଏକ ନୂତନ ନିୟମ ଜାରି କରିଛି ଯାହା ୫୦ ହଜାରରୁ କମ୍ ଅନଲାଇନ ଠକେଇ…
