ମଧୁମେହ ରୋଗୀ ଖାଦ୍ୟରେ ଶର୍କରାକୁ ନିୟନ୍ତ୍ରିତ କରୁଥିବା ଖାଦ୍ୟକୁ ଗୁରୁତ୍ୱଦେବା ଆବଶ୍ୟକ । ନଚେତ୍ ରକ୍ତରେ ବାରମ୍ବାର ଶର୍କରା ବଢିବା ଓ କମିବାଦ୍ୱାରା ଶରୀରର କୌଣସି ଅଙ୍ଗକୁ ପ୍ରଭାବିତ କରିପାରେ । ତେଣୁ ମଧୁମେହ ରୋଗୀଙ୍କୁ ଖାଦ୍ୟରେ ନିୟନ୍ତ୍ରଣ ରଖିବା ଜରୁରି ହୋଇପଡେ ।…
Day: January 15, 2026
ପ୍ରେମିକା ଘର ଆଗରେ ଝୁଲୁଛି ପ୍ରେମିକର ମୃତଦେହ
ପ୍ରେମିକା ଘର ଆଗରେ ଝୁଲୁଛି ପ୍ରେମିକର ମୃତଦେହ। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଜାମପାଲି ପଦାରେ ଏଭଳି ଘଟଣା ଘଟିଛି। ମୃତ ଯୁବକ ଜଣକ ରାଜଗାଙ୍ଗପୁର ରାଣୀବନ୍ଦ ଅଞ୍ଚଳର ୨୫ବର୍ଷୀୟ ବିକାଶ ମହାନନ୍ଦିଆ ବୋଲି ଜଣାପଡିଛି। ସୂଚନାନୁଯାୟୀ, ରାଜଗାଙ୍ଗପୁର ରାଣୀବନ୍ଦ ଅଞ୍ଚଳର ବିକାଶ ମହାନନ୍ଦିଆ…
ରାତି ପାହିଲେ ଆଉ ଶୁଭୁନି କା…କା…
ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନକର ଆଉ । ଦିନେ ଏହି ଗୀତ ଶୁଣାଇ ମା’, ଜେଜେମା’ ପରିବାରର କୁନି କୁନି ପିଲାଙ୍କୁ ନିଦରୁ ଉଠାଉଥିଲେ । କାଉର କା…କା…ରାବରେ ସକାଳ ଆରମ୍ଭ ହେଉଥିଲା । ଧୀରେ ଧୀରେ କାଉର…
“ସାବଧାନ! ମାଟ୍ରିମୋନିଆଲ୍ ସାଇଟ୍ରେ ଘୂରି ବୁଲୁଛନ୍ତି ‘ନକଲି ଡାକ୍ତର’, ଯୁବତୀଙ୍କୁ ୨୨ ଲକ୍ଷର ଚୂନ!
ସୋସିଆଲ ମିଡିଆ ଓ ମାଟ୍ରିମୋନିଆଲ୍ ସାଇଟ୍ରେ ଜୀବନସାଥୀ ଖୋଜୁଥିଲେ ସାବଧାନ! କାରଣ ଆପଣଙ୍କ ଗୋଟିଏ ଭୁଲ୍ ନିଷ୍ପତ୍ତି ଆପଣଙ୍କୁ କାଙ୍ଗାଳ କରିଦେଇପାରେ। ଏମିତି ଏକ ବଡ଼ ଧରଣର ଠକେଇ ମାମଲା ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। ନିଜକୁ ଜଣେ ପ୍ରତିଷ୍ଠିତ ଡାକ୍ତର ପରିଚୟ…
ଅନୁଗୋଳ ବ୍ଲକ ବାଳୁଆକତା ପଥର ଗଡ଼ ସାହି ପୋଖରୀ ନିକଟରୁ ଏକ ଅସୁସ୍ଥ ହାତୀ ଛୁଆ ଉଦ୍ଧାର।
ଅନୁଗୋଳ ବନଖଣ୍ଡ ର ବାଳୁକଟା ଗାଁ ପଥର ଗଡ ସାହି ନିକଟସ୍ଥ ଏକ ପୋଖରୀ ପାଖରେ ଏକ ହାତୀ କୁ ଅସୁସ୍ଥ ଅବସାରେ ଉଦ୍ଧାର କରାଯାଇଛି। ହାତୀଟି ର ବୟସ ପ୍ରାୟ 6 ବର୍ଷ ରୁ 7 ବର୍ଷ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି।…
ନାଲକୋର ଖଣିକାର୍ଯ୍ୟ ସର୍ଭେକୁ ବିରୋଧ କଲେ ଗ୍ରାମବାସୀ
ପ୍ରାକୃତିକ ନାଳ ଗତିପଥ ପରିବର୍ତ୍ତନ ସର୍ଭେ ବାହାନାରେ, ଉତ୍କଳ-ଇ କୋଇଲା ଖଣି ପାଇଁ ଚାଲିଛି ରାସ୍ତା ନିର୍ମାଣ କାମ। ଗ୍ରାମବାସୀ ବିରୋଧ ସହ କମ୍ପାନୀର କିଛି କର୍ମଚାରୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ରେ ସ୍ଥାନୀୟ ଗ୍ରାମବାସୀଙ୍କୁ ବାନ୍ଧିନେଲା ପୁଲିସ। ଏଭଳି ଏକ ମୁହାଁମୁହିଁ ସ୍ଥିତି…
୧୫୦ ବର୍ଷ ପରେ ଫେରିବ ରାଣୀ ଶାସନ
୧୫୦ ବର୍ଷ ପରେ ସ୍ପେନ୍କୁ ଫେରିବ ରାଣୀ ଶାସନ । ୧୮୦୦ ମସିହାରେ ଦେଶ ଶାସନ କରିଥିବା ରାଣୀ ଇସାବେଲାଙ୍କ ପରେ ରାଜା ଫିଲିପ୍ ୫ମ ଓ ରାଣୀ ଲେତିଜିଆଙ୍କ ଝିଅ ରାଜକୁମାରୀ ୨୦ ବର୍ଷୀୟା ଲିଓନର ଦେଶର ପ୍ରଥମ ରାଣୀ ହେବେ । ୧୭୦୦…
ସୁନା ଦରକୁ କାଟି ଆଗକୁ ବଢିଛି ରୁପା , ଜାଣନ୍ତୁ ମୂଲ୍ୟ
ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୩,୧୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…
ସଚିବସ୍ତରୀୟ ବୈଠକ ପରେ ମୁଖ୍ୟ ସଚିବଙ୍କ ବଡ଼ ସୂଚନା
ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁବାର ସଚିବସ୍ତରୀୟ ବୈଠକ ବୈଠକ ବସିଥିଲା । ତେବେ ବୈଠକ ଶେଷ ହେବା ପରେ ବଡ଼ ଘୋଷଣା କରିଛନ୍ତି ଅନୁ ଗର୍ଗ । କୋଲକାତାରେ ଇନଭେଷ୍ଟର ମିଟ୍ ଅନୁଷ୍ଠିତ ହେବ । ଇନଭେଷ୍ଟର ମିଟ୍ ପାଇଁ ମୁଖ୍ୟମନ୍ତ୍ରୀ, ଶିଳ୍ପ ସଚିବଙ୍କ…
ଶ୍ରୀକ୍ଷେତ୍ରରେ ଶିଳ୍ପା ସେଟ୍ଟୀ, ଚତୁର୍ଦ୍ଧାମୂର୍ତ୍ତିଙ୍କୁ କଲେ ଦର୍ଶନ
ଓଡ଼ିଶାରେ ବଲିଉଡ୍ ସୁନ୍ଦରୀ ଶିଳ୍ପା ସେଟ୍ଟୀ । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ମାୟାନଗରୀରୁ ଶ୍ରୀକ୍ଷେତ୍ରକୁ ଧାଇଁ ଆସିଛନ୍ତି ଶିଳ୍ପା ସେଟ୍ଟୀ। ତାଙ୍କ ମା ସୁନନ୍ଦା ସେଟ୍ଟୀ, ଭଉଣୀ ସମିତା ସେଟ୍ଟୀ ମଧ୍ୟ ସାଙ୍ଗରେ ଆସିଛନ୍ତି। ଶ୍ରୀମନ୍ଦିରର ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସହପରିବାର ଦର୍ଶନ କରିବା ଆଶିଷ…
