Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Month: September 2025

ଯଦି ଆପଣ ଅଧିକ ଚା’ ପିଉଛନ୍ତି ତେବେ ଏପରି ଅଭ୍ୟାସଠାରୁ ନିଜକୁ ଦୂରେଇ ରଖନ୍ତୁ

Posted on September 25, 2025

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା’ ପିଉଛନ୍ତି ତେବେ ଏପରି ଅଭ୍ୟାସଠାରୁ ନିଜକୁ ଯଥାସମ୍ଭବ ଦୂରେଇ ରଖନ୍ତୁ। ଏଭଳି ମତବ୍ୟକ୍ତ କରିଛନ୍ତି ୱାଶିଂଟନ୍‌ ୟୁନିଭର୍ସିଟିର ବିଶେଷଜ୍ଞମାନେ। ଏକ ସଦ୍ୟତମ…

ପ୍ରଫୁଲ୍ଲଙ୍କ ବିଦା ପରେ କାମାକ୍ଷାନଗରରେ ବିଜେଡିର ଅଣ୍ଟା ଭିଡା ସାଙ୍ଗଠନିକ ଅଭିଯାନ

Posted on September 25, 2025

ଢେଙ୍କାନାଳ ଜିଲ୍ଲା ବିଜେଡି ସଭାପତି ଡାକ୍ତର ନୃସିଂହ ଚରଣ ସାହୁଙ୍କ ନେତୃତ୍ୱରେ କାମାକ୍ଷାନଗର ଅଡ଼ିଟୋରିୟମ ଠାରେ ବିଜେଡିର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ତେବେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ପୂର୍ବତନ ଭେଟେରାନ ନେତା ପ୍ରଫୁଲ୍ଲ ମଲ୍ଲିକଙ୍କ ଗୁଡ଼ବାଏ ପରେ କାମାକ୍ଷାନଗରରେ ମଙ୍ଗୁଆଳ…

ପୁରୀରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଗୁପ୍ତ ଗୁଣ୍ଡିଚା ଯାତ୍ରା; ଆଗାମୀ ଆଠ ଦିନ ପର୍ଯ୍ୟନ୍ତ ଚାଲିବ ଏହି ଯାତ୍ରା

Posted on September 25, 2025

ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଭାବର ଠାକୁର । ଭାବ ଥିଲେ ତାଙ୍କୁ ପାଇବା ହୋଇଯାଏ ସହଜ । ଏହି ଭାବକୁ ନେଇ ପୁରୀରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଗୁପ୍ତ ଗୁଣ୍ଡିଚା ଯାତ୍ରା । ନୀଳାଦ୍ରୀବିଜେ ଦିନ ମା ଲକ୍ଷ୍ମୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ…

ଡିସେମ୍ବର ସୁଦ୍ଧା ଭାରତ ଆସିବେ ଆଉ ୮ରୁ ୧୦ ଆଫ୍ରିକା ଚିତା

Posted on September 25, 2025

ଡିସେମ୍ବର ସୁଦ୍ଧା ଆଉ  ୮-୧୦ଟି ଆଫ୍ରିକୀୟ ଚିତାଙ୍କୁ ସ୍ୱାଗତ  କରିବାକୁ ପ୍ରସ୍ତୁତି ହେଉଛି ଭାରତ । ଏଥିଲାଗି  ନାମ୍ବିଆ, ବୋତ୍ସୱାନା, କେନିୟା  ସହ ଆଲୋଚନା ଚାଲିଛି । ୨୦୨୨  ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦିଙ୍କ ଜନ୍ମଦିନରେ ପ୍ରୋଜେକ୍ଟ  ଚିତାର ଶୁଭାରମ୍ଭ କରାଯାଇଥିଲା ।  ସେତେବେଳେ ନାମ୍ବିଆରୁ…

ସୁନା ଏବଂ ରୁପା ଦରରେ ସାମାନ୍ୟ ପରିବର୍ତ୍ତନ, ନଜର ପକାନ୍ତୁ କେତେ ରହିଛି ସୁନା ଦର…

Posted on September 25, 2025

ସୁନା ଏବଂ ରୁପା ଦରରେ ସାମାନ୍ୟ ପରିବର୍ତ୍ତନ, ନଜର ପକାନ୍ତୁ କେତେ ରହିଛି ସୁନା ଦର, ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୧୪,୪୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୦୪,୯୦୦ ଟଙ୍କା ଛୁଇଁଛି ।…

ଅସାବଧାନତାରୁ ଘଟିଲା ଦୁର୍ଘଟଣା, ଚାଲିଗଲା ଜୀବନ

Posted on September 25, 2025

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କଙ୍ଗେଇଲ ଗାଁରେ ଘଟିଛି ଅଭାବନୀୟ ଘଟଣା। ଗାଁ ବସ ଷ୍ଟାଣ୍ଡ ପାଖ ପୋଲ ତଳକୁ ଖସି ପଡି ଜଣେ ବ୍ୟକ୍ତିଙ୍କର ମୃତୁ ଘଟିଛି । ମୃତକ ଜଣଙ୍କ ହେଲେ କଙ୍ଗେଇଲ ଗାଁର ମଦନ ଦେହୁରୀ। ମଦନ ପୋଲ ଉପରେ…

ଟ୍ରମ୍ପ୍‌ଙ୍କୁ ଭେଟିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌, ଦ୍ୱିପାକ୍ଷିକ ପ୍ରସଙ୍ଗରେ ହେବ ଆଲୋଚନା

Posted on September 25, 2025

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଭେଟିବା ପାଇଁ ୱାଶିଂଟନ୍‌ ଯାତ୍ରା କରିବେ। ଜାତିସଂଘ ସାଧାରଣ ସଭାରେ ଯୋଗଦେବାକୁ ନ୍ୟୁୟର୍କରେ ଥିବା ଶେହବାଜ, ଟ୍ରମ୍ପ୍‌ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ। ଆଲୋଚନା ସମାପ୍ତ ପରେ ଶେହବାଜ…

ଟେକ୍ସାସରେ ୯୦ ଫୁଟ ଉଚ୍ଚର ହନୁମାନ ପ୍ରତିମୂର୍ତ୍ତି ବିବାଦ: ରିପବ୍ଲିକାନ ନେତାଙ୍କ ମନ୍ତବ୍ୟରେ ଉତ୍ତେଜନା

Posted on September 25, 2025

ଟେକ୍ସାସରେ ୯୦ ଫୁଟ ଉଚ୍ଚର ଭଗବାନ ହନୁମାନଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ ତିବ୍ର ରୂପ ନେଇଛି। “ଷ୍ଟାଚ୍ୟୁ ଅଫ ୟୁନିଅନ” ନାମରେ ନିର୍ମିତ ଏହି ପ୍ରତିମୂର୍ତ୍ତି ସମ୍ପର୍କରେ ରିପବ୍ଲିକାନ୍ ପାର୍ଟିର ନେତା ଆଲେକଜାଣ୍ଡାର ଡଙ୍କାନଙ୍କ ମନ୍ତବ୍ୟ ଉତ୍ତେଜନା ସୃଷ୍ଟି କରିଛି। ଡଙ୍କାନ, ଯିଏ ଆମେରିକାକୁ…

ମାଛ ଧରିବା ବେଳେ ଜାଲରେ ପଡିଲା ଭଗବାନ ଶିବ ପାର୍ବତୀଙ୍କ ମୂର୍ତ୍ତି; ୩୦ କେଜିରୁ ଅଧିକ ଓଜନର ଅଷ୍ଟଧାତୂ ମୂର୍ତ୍ତି

Posted on September 25, 2025

    ମାଛ ଧରାଳିଙ୍କ  ଜାଲରେ ଲାଗିଛି ୩୦ କେଜିର ଅଷ୍ଟଧାତୁ ମୂର୍ତ୍ତି ।  ପୁରୀ କୋଣାର୍କ ବେଳାମାର୍ଗରେ ଥିବା ବେଲଦଳ  ଗ୍ରାମର ଚନ୍ଦ୍ରମଣି ସ୍ୱାଇଁଙ୍କ ପୁତ୍ର ପ୍ରକାଶ ଚନ୍ଦ୍ର ସ୍ୱାଇଁ  (୪୫) ମଙ୍ଗଳବାର ଭୋର୍‌ରୁ ନୂଆନଈ ବ୍ରିଜ  ତଳେ ମାଛ ଧରୁଥିଲା ବେଳେ…

୨୦୨୬ରେ ହେବାକୁ ଥିବା ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ତାରିଖ ପ୍ରକାଶ କରିଛି (ସିବିଏସଇ)

Posted on September 25, 2025

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ୨୦୨୬ରେ ଅନୁଷ୍ଠିତ ହେବାକୁ ଥିବା ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ତାରିଖ ପ୍ରକାଶ କରିଛି। ପରୀକ୍ଷାଗୁଡ଼ିକ ୨୦୨୬ ଫେବୃଆରି ୧୭ ରୁ ୧୫ ଜୁଲାଇ ମଧ୍ୟରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।…

Posts pagination

Previous 1 … 6 7 8 … 11 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

September 2025
M T W T F S S
1234567
891011121314
15161718192021
22232425262728
2930  
« Aug   Oct »

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme