ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା । ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ । ଭୁଲ ଇଞ୍ଜେକସନ ଯୋଗୁ ୧୩ମାସର ଛୁଆର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଶିଶୁର ଦେହ ଖରାପ ଥିବାରୁ ସାଲିଆସାହିରୁ ଆସିଥିବା ପରିବାରଲୋକେ ତାକୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି…
Month: September 2025
ଖବର କରିବା ପୂର୍ବରୁ ନେବାକୁ ହେବ ଅନୁମତି
ଆମେରିକାର ପ୍ରତିରକ୍ଷା ବିଭାଗ ସାମ୍ବାଦିକମାନଙ୍କ ପାଇଁ ଏକ ନୂତନ ନିୟମ ପ୍ରଚଳନ କରିଛି। ଏହି ନିୟମ ଅନୁଯାୟୀ, ପେଣ୍ଟାଗନ(ଆମେରିକା ପ୍ରତିରକ୍ଷା ବିଭାଗ)ର ଖବରକୁ କଭର କରିବାକୁ ଚାହୁଁଥିବା ସାମ୍ବାଦିକମାନଙ୍କୁ ପ୍ରଥମେ ବିଭାଗରୁ ଅନୁମତି ନେବାକୁ ପଡିବ। ଏହାର ଅର୍ଥ ହେଉଛି ସେମାନେ ସାମରିକ ସମ୍ପର୍କିତ…
ବାରିହାପୁର ଗାଁରୁ ନବବଧୂଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ମୂର୍ତକଙ୍କ ପରିବାର ।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାରିହାପୁର ଗାଁରେ ଖୁଲନ୍ତା ଅବସ୍ଥାରେ ଜଣେ ନବ ବଧୂର ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ବାରିହାପୁର ଗାଁର ଅନିତା ବାରିକ। ଅନିତା ଆଜକୁ ୮ ମାସ ତଳେ ବୈଦିକ ରୀତିରେ ବାରିହାପୁର ଗାଁର ଶ୍ରୀକାନ୍ତ…
ଖାଦ୍ୟରେ ସାମିଲ କରନ୍ତୁ ଟମାଟୋ
ଟମାଟୋରେ ଅନେକ ଉପକାରୀ ଗୁଣ ରହିଛି। ଆପଣ ଚର୍ବିଜନିତ ସମସ୍ୟା ସହ ଜଡ଼ିତ କି? ଯଦି ହଁ, ତେବେ ନିଜ ଦୈନନ୍ଦିନ ଖାଦ୍ୟ ତାଲିକାରେ ଟମାଟୋ ସାମିଲ କରନ୍ତୁ। ଏହା ଶରୀରରେ ଚର୍ବି ପରିମାଣ କମାଇବାରେ କେତେକାଂଶରେ ସାହାଯ୍ୟ କରିଥାଏ ବୋଲି ସିଓଲ ବିଶ୍ୱବିଦ୍ୟାଳୟର…

