Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୯୩ତମ ବାୟୁସେନା ଦିବସ ପାଳନ, ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

Posted on October 8, 2025

ଆଜି ପାଳିତ ହେଉଛି ୯୩ତମ ଭାରତୀୟ ବାୟୁସେନା ଦିବସ। ଏହି ଅବସରରେ ୱାର ମେମୋରିଆଲରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସିଡିଏସ୍ ଅନୀଲ ଚୌହାନ ଓ ତିନି ସେନା ମୁଖ୍ୟମାନେ। ଏୟାରଫୋର୍ସ ଚିଫ ଏୟାର ମାର୍ଶାଲ ଏପି ସିଂ, ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଓ ନୌସେନା ମୁଖ୍ୟ ଆଡମିରାଲ ଦିନେଶ ତ୍ରିପାଠୀ ୱାର ମେମୋରିଆଲରେ ପହଞ୍ଚି ସହିଦମାନଙ୍କ ସ୍ମୃତିକୁ ସ୍ମରଣ କରିଥିଲେ।

ଏହି ଅବସରରେ ହିଣ୍ଡନ ଏୟାରବେସରେ ଗରିମାପୂର୍ଣ୍ଣ ପରେଡ୍ ଓ ଯୁଦ୍ଧ ବିମାନ ପ୍ରଦର୍ଶନ ଅନୁଷ୍ଠିତ ହୋଇଛି। ରାଫେଲ, ସୁଖୋଇ, ମିଗ-୨୯, ସି-୭ ଗ୍ଲୋବମାଷ୍ଟର, ହରକୁଲେସ ଓ ଆପାଚେ ହେଲିକପ୍ଟର ସହିତ ଆକାଶ ମିସାଇଲ ମଧ୍ୟ ପ୍ରଦର୍ଶନ କରାଯାଇଛି।

ବିଶେଷ ଆକର୍ଷଣ ଥିଲା ଏବେ ଅବସର ନେଇଥିବା ମିଗ-୨୧, ଯାହା ଗତ ଛଅ ଦଶକ ଧରି ଭାରତୀୟ ବାୟୁସେନାକୁ ସେବା ଯୋଗାଇ ଆସିଥିଲା।

ହିଣ୍ଡନ ଏୟାରବେସ୍ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାରେ ଗୁରୁତ୍ଵପୂର୍ଣ୍ଣ କେନ୍ଦ୍ର ହେଉଥିବା ବେଳେ, ବାୟୁସେନାର ଅନେକ ମୁଖ୍ୟ ଅଭିଯାନ ଏଠାରୁ ହିଁ ପରିଚାଳିତ ହୁଏ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର
  • ମହିଳାଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଟ୍ରେନ୍ ଟ୍ରାକ୍‌ରେ ମଦୁଆର ହାଇଡ୍ରାମା, ଅଟକାଇ ଦେଲା ଟ୍ରେନ୍‌
  • ବୁଧବାର ମହାପ୍ରଭୁଙ୍କ ପଦ୍ମ ବେଶ, କେଶର ମଧ୍ୟରେ ଶୋଭା ପାଇବେ ଶ୍ରୀମୁଖ
  • ଆକ୍ସନ୍ ମୋଡ୍‌ରେ ଅନୁଗୁଳ ପୁଲିସ, ୬୦ କେଜି ବମ ସହ ବିସ୍ଫୋରକ ସାମଗ୍ରୀ ଜବତ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (198)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (52)
  • ଦେଶ ବିଦେଶ (470)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (114)
  • ରାଜ୍ୟ (1,517)
  • ସ୍ପେଶାଲ୍ ରିପୋର୍ଟ (267)
©2026 JBR Samachar | Design: Newspaperly WordPress Theme